ହାଇଦ୍ରାବଦକୁ ହରେଇବା ଲକ୍ଷରେ ପଡିଆକୁ ଓହ୍ଲାଇବ ଆରସିବି

ହାଇଦ୍ରାବାଦ,୧୮।୫ : ଆଜି ସନ୍ଧ୍ୟା ସାଢ଼େ ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯିବ । ପଏଣ୍ଟ ଟେବୁଲରେ ଏସଆରଏଚ ନଶମ ସ୍ଥାନରେ ରହିଛି। ସେହିପରି ପଞ୍ଚମ ସ୍ଥାନରେ ଆରସିବି ଦଳ ରହିଛି।ଏସଆରଏଚ ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୪ ଟି ଜିତିଛି ଏବଂ ୮ ଟି ହାରିଛି । ଏସଆରଏଚର ପଏଣ୍ଟ ୮ ରହିଛି। ଏଥି ସହିତ ବାଙ୍ଗାଲୋର ୧୨…

Read More

ଗିଲଙ୍କୁ ନେଇ ଏମିତି କିଛି କହିଲେ ବିରାଟ କୋହଲି,,,,,

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା ବ୍ୟାଟର  ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ  ଦଶ ଜଣ ଖେଳାଳିଙ୍କ  ମଧ୍ୟରେ ଗଣନା ହେଉଛନ୍ତି । ଶୁଭମନ୍ ଗିଲ୍ଲଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ବିରାଟ କେହଲି ।  କୋହଲି କହିଛନ୍ତି ଶୁଭମନ ଭରତୀୟ କ୍ରିକେଟର ଆଗାମି ପିଢିର ନେତୃତ୍ବ ନେବେ ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ । ଏହି ପ୍ଲେୟାର ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ଦମ୍‌ଦାର ପଦର୍ଶନ କରି ସମସ୍ତଙ୍କ ମନ ଜିଣିନେଉଛନ୍ତି। ଇଣ୍ଡିଆନ୍…

Read More

ଆଜି ସନ୍ଧ୍ୟାରେ ଲକ୍ଷ୍ନୌ – ମୁମ୍ବାଇ ମୁହାଁ-ମୁହିଁ

ଲକ୍ଷ୍ନୌ,୧୬।୫: ଆଜି ଆଇପିଏଲର ୬୩ତମ ମ୍ୟାଚରେ  ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସ୍‌ଜି) ମୁହାଁମୁହିଁ ହେବେ। ଏହି ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ ରେ ଖେଳାଯିବ। ଉଭୟ ଦଳ ପାଇଁ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁମ୍ବାଇ ୧୨ଟି ମ୍ୟାଚରେ ୭ଟି ଜିତି ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି। ସେହିପରି ଲକ୍ଷ୍ନୌ ୧୨ଟି ମ୍ୟାଚରେ ୬ଟି ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ତେବେ ଆଜିର ଏହି…

Read More

ଅହମଦାବାଦରେ ଗୁଜୁରାଟକୁ ଭେଟିବ ହାଇଦ୍ରାବାଦ

ଅହମଦାବାଦ,୧୫।୫ : ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି) ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ଭେଟିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ତେବେ ଗୁଜରାଟ ତାର ୧୨ ଟି ମ୍ୟାଚରୁ ୮ ଟିରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଏସଆରଏଚ ୧୧ଟି ମ୍ୟାଚ୍ ଖେଳି ସେଥିରୁ ୪ ଟିରେ ବିଜୟ ହାସଲ କରିଛି। ଯାହାଦ୍ଵାରା ହାଇଦ୍ରାବାଦ୍ ଏବେ ନବମ ସ୍ଥାନରେ ରହି ସେମିଫାଇନାଲ ଦୌଡରୁ…

Read More

ଆଇପିଏଲକୁ ଅଲବିଦା କହିବେନି ଧୋନୀ

କୋଲକାତା,୧୫।୫ : ଆଇପିଏଲ ୨୦୨୩ ସିଯିନ ଶେଷ ହେବାକୁ ଯାଉଛି । ଆଉ କେବଳ ୯ ଟି ଲିଗ ମ୍ୟାଚ ବାକି ରହିଛି । ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରୁ ବିଦାୟ ନେବେ ନାହିଁ। ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ ଧୋନିଙ୍କ ପରବର୍ତ୍ତୀ ଆଇପିଏ ଖେଳିବାର ଆଶା ପ୍ରକାଶ କରିଛନ୍ତି। ଗତକାଲି ଚେନ୍ନାଇ ସୁପର୍ କିଙ୍ଗସ୍ ଚେପକ ଷ୍ଟାଡିୟମରେ…

Read More

ଏସିଆ କପର ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯାଉ ବୋଲି କହିଛନ୍ତି ନିଜାମ ସେଠୀ

କରାଚି : ଏସିଆ କପ୍‌ ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ହାଇବ୍ରିଡ୍ ମଡେଲ୍‌ ପ୍ରସ୍ତାବକୁ (ଏସିସି) ସଦସ୍ୟ ବିରୋଧ କରୁଛନ୍ତି। ପିସିବି ଚାହୁଁଛି ନିରପେକ୍ଷ ଭେନ୍ୟୁରେ ଏସିଆ କପ୍‌ ଆୟୋଜିତ କରାଗଲେ  ମୋଟ ୧୩ ମ୍ୟାଚ୍‌ରୁ ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯାଉ । ଅବଶିଷ୍ଟ ମ୍ୟାଚ୍‌ ସହିତ ଫାଇନାଲ୍ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ ବୋଲି ମତ ରଖିଛନ୍ତି  ପିସିବି ଅଧ୍ୟକ୍ଷ ନଜମ ସେଠୀ । ଏକ‌ ପୋଡ଼କାଷ୍ଟ କାର୍ଯ୍ୟକ୍ରମରେ ଭାଗ ନେଇ ନଜମ କହିଛନ୍ତି, ହାଇବ୍ରିଡ୍…

Read More

ସୁଟିଂ ବିଶ୍ବକପ(ଆଇଏସଏସଏଫ୍)ରେ ଭରତୀୟ ଯୋଡିଙ୍କୁ ସ୍ବର୍ଣ୍ଣ

ବକୁ: ଭାରତୀୟ ଯୋଡ଼ି ଦିବ୍ୟା ସୁବାରାଜୁ ଥାଡ଼ିଗୋଲ ଓ ସରବଜୋତ ସିଂହ ଆଜରବୈଜାନର ବକୁରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ଭାରତ ପାଇଁ ଆଣିଛନ୍ତି  ପ୍ରଥମ ସ୍ବର୍ଣ୍ଣ ପଦକ । ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍‌ ଇଭେଣ୍ଟ୍‌ ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସର୍ବିଆର ଜୋରାନା ଅରୁନୋଭିକ ଓ ଡାମିର ମିକେକଙ୍କୁ ହରାଇ ଏହି ପଦକ ହାତେଉଛନ୍ତି  । ଦିବ୍ୟା ଓ ସରବଜୋତ ୫୫ ଦଳୀୟ ଯୋଗ୍ୟତା ରାଉଣ୍ଡରେ ୫୮୧ ପଏଣ୍ଟ ସହ ‌ପଦକ…

Read More

ବିସିସିଆଇ ବର୍ଷକୁ ୨୩୦ ମିଲିଅନ୍‌ ଡଲାର ଆୟ କରିବା ନେଇ ଆକଳନ କଲା ଆଇସିସିର ଆର୍ଥିକ ନୀତି

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ନୂଆ ଆର୍ଥିକ ନୀତି ଅନୁଯାୟୀ ବିଶ୍ବରେ ବିସିସିଆଇ ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡ ଭାବେ ନ ିଜର ପ୍ରଭାବ ବିଶ୍ବ କ୍ରିକେଟ୍ ପରିଷଦ ଆଗରେ ବଜାୟ ରଖିବ ।   ନୂଆ ମଡେଲ୍‌ ଅନୁସାରେ ଆଇସିସିର ବାର୍ଷିକ ଆୟର ପାଖାପାଖି ୪୦ ପ୍ରତିଶତ ବିସିସିଆଇ ପକେଟ୍‌କୁ ଆସିବ ।  ଆଇସିସି ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୨୪ରୁ ୨୦୨୭ ବର୍ଷ ମଧ୍ୟରେ (ଆଇସିସି)ଠୁ ୬୦୦ ମିଲିଅନ୍‌ ଡଲାରରୁ ବିସିସିଆଇ…

Read More

ମୋଦୀ ଷ୍ଟାଡିୟମରେ ହୋଇପାରେ ଭାରତ – ପାକିସ୍ତାନ ଲଢେଇ

ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି। ଆଇପିଏଲ ଶେଷ ହେବା  ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ । ରିପୋର୍ଟ ଅନୁଯାୟୀ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ କ୍ରିକେଟର ମହାକୁମ୍ଭ ଆରମ୍ଭ ହୋଇଯିବ  । ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ୫ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।   ସେହିପରି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଖେଳା ଯାଇପାରେ ବୋଲି ପୂର୍ବାନୁମାନ କରାଯାଉଛି…

Read More

ହେଲୋ ଡିଆରଏସ୍ ୟେ ଥୋଡା ଜ୍ୟାଦା ନେହିଁ ହୋ ଗୟା” ରୋହିତଙ୍କ ଆଉଟ ନିଷ୍ପତିରେ ଏମିତି କହିଲେ କେଫ୍

ମୁମ୍ବାଇ : ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋରକୁ ୬ ୱିକେଚରେ ପରାସ୍ତ କରିଛି ଘୋରାଇ ଦଳ ମୁମ୍ବାଇ । ଏହି ମ୍ୟଚରେ ତୃତୀୟ ଅମ୍ପେୟାରଙ୍କ ନିଷ୍ପତିକୁ ନେଇ ଦେଖାଦେଇଛି ବିବାଦ । ବିବାଦ ପୁଣି ମୁମ୍ବାଇ ଦଳର ଅଧିନାୟକଙ୍କ ଆଉଟକୁ ନେଇ ।ଏହି ମ୍ୟାଚର ଦ୍ବୀତିୟ ପାଳିର ଚତୁର୍ଥ ଓଭରରେ ଥାର୍ଡ ଅମ୍ପେୟାରଙ୍କ ପକ୍ଷରୁ ଦେଖାଦେଇଥିଲା ତୃଟି । ବାଙ୍ଗାଲୋର ପକ୍ଷରୁ ଏହି ଓଭରର ୪ର୍ଥ ବଲରେ କିସାନଙ୍କୁ ଆଉଟ କରନ୍ତି ୱନେନ୍ଦୁ ହସରଙ୍ଗା…

Read More