ଟେଷ୍ଟ କ୍ରିକେଟରେ ଭାରତ ନଂ-୧
ଦୁବାଇ: ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ପୁଣି ଶୀର୍ଷ ସ୍ଥାନକୁ ଫେରିଛି । ୧୫ ମାସ ଧରି ଟେଷ୍ଟ କ୍ରକେଟରେ ଶୀର୍ଷରେ ରହିଆସିଥିବା ଅଷ୍ଟ୍ରେଲିଆ ଏଥର ୬ ପଏଣ୍ଟ ହରାଇଛି। ପୂର୍ବରୁ ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ୧୨୨ ଥିଲା ବେଳେ ଏବେ ୧୧୬କୁ ଖସିଯଆସିଛି। ୨୦୨୦ ମେ’ରୁ ୨୦୨୨ ମେ’ ମାସ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ଶୃଙ୍ଖଳାଗୁଡ଼ିକର ଫଳାଫଳକୁ ୫୦ ପ୍ରତିଶତ ଓ ପରବର୍ତ୍ତୀ ଶୃଙ୍ଖଳାଗୁଡ଼ିକୁ ୧୦୦ ପ୍ରତିଶତ ଭାବେ ହିସାବକୁ ନେଇ…
