ପୁଣି ଆରମ୍ଭ ହେଲା ଡବ୍ଲୁଏଫ୍ଆଇ ଅଧ୍ୟକ୍ଷଙ୍କ ବିରୋଧରେ ପ୍ରତିବାଦ
ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର (ଡବ୍ଲୁଏଫ୍ଆଇ) ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ’ରେ ‘ଏଫ୍ଆଇଆର୍’ ଦାବି କରିଛନ୍ତି । ଆଜି ବିନେଶ ଫୋଗଟ୍, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ବିଶିଷ୍ଟ କୁସ୍ତି ଖେଳାଳିମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି।ମହିଳା କୁସ୍ତି ଖେଳାଳିମାନଙ୍କୁ ‘ଡବ୍ଲୁଏଫ୍ଆଇ’ ମୁଖ୍ୟ ଏବଂ ଅନ୍ୟ ପ୍ରଶିକ୍ଷକମାନଙ୍କ ନାଁ’ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ରବିବାର ଦିନ ଖେଳାଳି ମାନେ ଦିଲ୍ଲୀର ଯନ୍ତର…
