ହାର୍ଦ୍ଧିକ ପାଣ୍ଡ୍ୟା ୨୦୦ ରନ ଓ ୫୦ ୱିକେଟର ଅଧିକାରୀ।

ଅହମଦାବାଦ, ୧୭/୪:ବାଦରବିବାର ଆଇପିଏଲ ର ୧୬ ତମ ସଂସ୍କରଣ ରେ ଖେଳା ଯାଇଥିବ ୨୩ ତମ ମ୍ୟାଚରେ ଏକ ବଡ ରେକର୍ଡ ର ଅଧିକାରୀ ହୋଇଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା। ରାଜସ୍ଥାନ ବିପକ୍ଷ ମ୍ୟାଚ୍ ରେ ୨୦୦୦ ରନ୍ ଏବଂ ୫୦ ଟି ୱିକେଟ ନେଇ ଆଇପିଏଲରେ ଦିତୀୟ ଭାରତିୟ ଖେଳାଳି ଭାବେ ଇଲିଏଟ୍ ଗ୍ରୁପ୍ ତାଲିକାରେ ନିଜର ନାମ ପକ୍କା କରିଛନ୍ତି ପାଣ୍ଡ୍ୟା। ପୁର୍ବରୁ ପ୍ରଥମ ଭାରତୀୟ ଭାବେ ଏହି କିର୍ତ୍ତିମାନ୍ କେବଳ ଚେନ୍ନାଇର ଅଲ୍ ରାଉଣ୍ଡର…

Read More

କୋଲକାତାକୁ ୫ ୱିକେଟରେ ହରାଇଲା ମୁମ୍ବାଇ

ମୁମ୍ବାଇ,୧୬/୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୬ତମ ସଂସ୍କରଣର ଖେଳା ଯାଇଥିବା ୨୨ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇର୍ଡସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇର ୱାନ୍‌ଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ମୁମ୍ବାଇର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା। ନିତିଶ ରାଣାଙ୍କ ଅଧିନାୟକତ୍ଵ ରେ କୋଲକାତା ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୫ ରନ୍‌ କରିବାରେ ସକ୍ଷମ ହୋଇଥିଲ। ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ…

Read More

ଆଜି ଆଇପିଏଲରେ ଡବଲ ହେଡର : ମୁମ୍ୱାଇ – କୋଲକାତା ଓ ଗୁଜରାଟ – ରାଜସ୍ଥାନ ମୁକାବିଲା

କୋଲ୍‌କାତା/ଅହମଦାବାଦ,୧୬/୪ : ଆଜି ଆଇପିଏଲ୍‌ରେ ଡବଲ୍‌ ହେଡର ମୁକାବିଲା।ପ୍ରଥମେ ଅପରାହ୍ଣ ୩ଟା ୩୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ମଧ୍ୟରେ ହେବ ମୁକାବିଲା। କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ଖେଳା ଯିବ ଏହି ମ୍ୟାଚ୍ । ସେହିପରି ସନ୍ଦ୍ୟା ୭ ଟା ୩୦ ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ନିଜ ଘରୋଇ ସହର ଅହମଦାବାଦରେ ପ୍ରଥମ ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ।ଆଇପିଏଲ୍‌ର ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦୁଇ ମ୍ୟାଚ୍‌…

Read More

୨୦୨୩ ଦିନିକିଆ ବିଶ୍ବକପ୍‌ରେ ପ୍ରଥମଥର ସବୁଦଳରେ ନୂଆ ଅଧିନାୟକ ।

ନୂଆଦିଲ୍ଲୀ,୧୫/୪: ଦିନିକିଆ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ଚଳିତ ବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ବକପ୍‌ରେ କୌଣସି ଗୋଟିଏ ବି ଦଳରେ ପୂର୍ବ ସଂସ୍କରଣ ଅଧିନାୟକ ନାହାନ୍ତି। ଯଦି ଆସନ୍ତା କିଛି ମାସ ମଧ୍ୟରେ ବିଶେଷ କିଛି ପରିବର୍ତନ ନଘଟେ ତାହାଲେ ଏହା ଦିନିକିଆ ବିଶ୍ବକପ୍‌ରେ ପ୍ରଥମ ଘଟଣା ହେବ। ପୂର୍ବ ସଂସ୍କରଣର କୌଣସି ଜଣେ ହେଲେ…

Read More

ଆଇପିଏଲ-୨୦୨୩ : ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ ସେପଟେ ଲକ୍ଷ୍ନୌ କୁ ଭେଟିବ ପଞ୍ଜାବ କିଙ୍ଗସ୍

ବେଙ୍ଗାଲୁରୁ/ଲକ୍ଷ୍ନୌ,୧୫/୪: ଆଇପିଏଲ୍‌ ଆରମ୍ଭ ହେବାକୁ ଦୁଇ ସପ୍ତାହ ହୋଇଗଲାଣି, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଏକମାତ୍ର ଦଳ ଭାବେ ବିଜୟଶୂନ୍ୟ ରହିଛି। । ସେହିପର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟ ଶେଷ ମ୍ୟାଚର ଶେଷ ବଲ୍‌ ପରାଜିତ ହୋଇଥିଲା। କିନ୍ତୁ ୱାନିନ୍ଦୁ ହସରଙ୍ଗା ଦଳକୁ ଫେରିଆସିଥିବାରୁ ଆର୍‌ସିବି ତାର ବୋଲିଂ ୟୁନିଟ୍ କୁ ମଜବୁତ୍ କାରିବାକୁ ଚେଷ୍ଟାକରିବ। ଶନିବାର ଡବଲ୍‌ ହେଡରର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବାକୁ ଉଦ୍ୟମ କରିବ ବାଙ୍ଗାଲୋର। ଡେଭିଡ୍‌ ୱିଲି କିମ୍ବା…

Read More

ଭାରତର ଏହି ୨ଟି ସହରରେ ବିିଶ୍ବକପ ଖେଳିବାକୁ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୬ତମ ମ୍ୟାଚରେ ଦିଲ୍ଲୀକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୬୫ ରନ୍‌ କରିଥିବା ବେଳେ ତିଲକ ବର୍ମା ୪୧ ରନ୍‌ ଓ ଇଶାନ୍ କିଶନ୍ ୩୧ ରନ୍‌ କରିଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ମୁକେଶ…

Read More

ରିଙ୍କୁ ସିଂହଙ୍କ ସହିତ ନିଜର ଏଡିଟିଂ ଫଟୋ ସେୟାର କରି ଆଡଲ୍ଟ ସିନେ ଷ୍ଟାର କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୋଲକାତାକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା ମାରି ସମସ୍ତଙ୍କୁ ଆଚମ୍ଭିତ କରି ଦେଇଥିଲେ। ଏହାପର ଠାରୁ ରିଙ୍କୁଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି। କ୍ରିକେଟ ପ୍ରେମୀଙ୍କ ଠାରୁ…

Read More