ଅଷ୍ଟ୍ରେଲିଆରେ ଚମକିଲେ ଜୁରେଲ,କିନ୍ତୁ ହାରିଲା ଇଣ୍ଡିଆ

ଅଷ୍ଟ୍ରେଲିଆ;ଭାରତ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦୁଇ ଦେଶର ଏ ଦଳ ମଧ୍ୟରେ ଦୁଇଟି ଅଣଆନୁଷ୍ଠାନିକ ମ୍ୟାଚ୍ ଖେଳାଯାଇଥିଲା। ନଭେମ୍ବର 7 ରୁ ମେଲବୋର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟରେ କଙ୍ଗାରୁ ଟିମ୍ ଇଣ୍ଡିଆକୁ 6 ୱିକେଟରେ ପରାସ୍ତ କରିଛି | ଏହା ସହ ଅଷ୍ଟ୍ରେଲିଆର ଏ ଦଳ ସିରିଜକୁ 2-0ରେ କାବୁ କରିଛି । ଇଣ୍ଡିଆ ଏ ପ୍ରଥମ ଇନିଂସରେ ମାତ୍ର 161 ରନ୍ ସଂଗ୍ରହ କରିଥିଲା। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲ ଦଳ ପାଇଁ…

Read More

ଭାରତ – ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚରେ ଡେବ୍ୟୁ କରିପାରନ୍ତି ଏହି ଦୁଇ ଭାରତୀୟ ଖେଳାଳି

ଡର୍ବାନ: ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍  ଆଜି ଖେଳାଯିବ | ଏହି ମ୍ୟାଚ୍ ଡର୍ବାନର କିଙ୍ଗସ୍ମିଡ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ | ମ୍ୟାଚ୍ ଭାରତୀୟ ସମୟ ରାତି ୮.୩୦ ରୁ ଖେଳାଯିବ | ତାର ୩୦ ମିନିଟ ପୂର୍ବରୁ ଟସ୍ ପଡ଼ିବ। ଭାରତ ବିଶ୍ଵକପ ଜିତି ସାରିବା ପରେ ଅଧିନାୟକ ଦାୟିତ୍ବ ସୂର୍ଯ୍ୟ କୁମାର ଯାଦବଙ୍କ ହାତରେ ରହିଛି ।  ଯିଏ ଏହି…

Read More

ICC ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନର ମାଷ୍ଟର ପ୍ଲାନ୍ ! ଇଣ୍ଡିଆ ପାଇଁ କ୍ଷତି?

ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବା ପାଇଁ ଆଉ ମାତ୍ର କିଛି ମାସ ବାକି ରହିଲା| ଏଥି ସହିତ ପାକିସ୍ତାନ ଏହି ଟୁର୍ନାମେଣ୍ଟ ଆୟୋଜନ କରିବ। ଦୀର୍ଘ ସମୟ ପରେ ପାକିସ୍ତାନ କୌଣସି ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ନେଇ ସନ୍ଦେହରେ ରହିଛି। ଭାରତ କହିଛି ଯେ ସୁରକ୍ଷା ଦୃଷ୍ଟିରୁ ଆମେ ପାକିସ୍ତାନ ଗସ୍ତ କରିବୁ ନାହିଁ। ଆଇସିସି ଚାମ୍ପିଅନ୍ସ ଟ୍ରଫି ଏକ…

Read More

କେବଳ କ୍ରିକେଟ ପଡିଆରେ ନୁହେଁ ବରଂ ଟଙ୍କା କମେଇବାରେ ମଧ୍ୟ କୋହଲି ଆଗରେ

ନୂଆଦିଲ୍ଲୀ: ଆଜି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ ଏବଂ ସେ ୩୬ ବର୍ଷ ବୟସରେ ପାଦ ଦେଇଛନ୍ତି । କ୍ରିକେଟ୍ ପିଚରେ ନିଜ ବ୍ୟାଟ୍ ସହିତ ହଇଚଇ ସୃଷ୍ଟି କରୁଥିବା ବିରାଟ ମଧ୍ୟ ରୋଜଗାର କ୍ଷେତ୍ରରେ ଶୀର୍ଷରେ ଅଛନ୍ତି। ନିକଟରେ ଫର୍ଚୁନ୍ ଇଣ୍ଡିଆ ବିରାଟ କୋହଲିଙ୍କୁ ଦେଶର ସବୁଠାରୁ ଧନୀ ଭାରତୀୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ବିଳାସପୂର୍ଣ୍ଣ ଜୀବନ ଜାପନ କରୁଥିବା କୋହଲିଙ୍କ ସଂପତ୍ତି ପ୍ରାୟ ୧ ହଜାର କୋଟିରୁ ଅଧିକ ହେବ…

Read More

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଦାବି ଉପସ୍ଥାପନ କଲା ଭାରତ

ନୂଆଦିଲ୍ଲୀ: ଏକ ସୂତ୍ରରୁ ଜଣାପଡିଛି ଯେ ୨୦୩୬ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତ ନିଜର ଦାବି ଉପସ୍ଥାପନ କରିଛି । ଅକ୍ଟୋବର ୧ ରେ ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଆନୁଷ୍ଠାନିକ ଭାବେ ଚିଠି ପ୍ରଦାନ କରିଥିବା ଜଣାପଡ଼ିଛି । ତେବେ ଏହି ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଏକମାତ୍ର ଦାବିଦାର ନୁହେଁ, ତୁର୍କୀ, ଇଣ୍ଡୋନେସିଆ, ଚିଲି ପ୍ରଭୃତି ଦେଶ ଏଥିପାଇଁ ଦାବି ଉପସ୍ଥାପନ କରିଛନ୍ତି ।…

Read More

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ୨୩୫ ରନରେ ରୋକିବାରେ ସଫଳ ହେଲା ଭାରତ

ମୁମ୍ବାଇ; ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଟେଷ୍ଟ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇ  ପ୍ରଥମ ଇନିଂସରେ ୨୩୫ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି। ଭାରତୀୟ ଦଳ ପୂର୍ବରୁ ସିରିଜରେ ହାରି ସାରିଛି। ଏବେ ଏହି ମ୍ୟାଚ୍ ଜିତି ନିଜର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରୁଛି| ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)…

Read More

ପୁଣି ପଡିଆକୁ ଫେରିବେ ଅଧିନାୟକ କୋହଲି

ନୂଆଦିଲ୍ଲୀ; ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ନିଜର ବ୍ୟାଟିଂ ଜରିଆରେ ଆରସିବି ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଆଇପିଏଲରେ ଇତିହାସରେ ମଧ୍ଯ ତାଙ୍କ ନାମରେ ସର୍ବାଧିକ ରନ୍ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ୨୦୦୮ ଠାରୁ ଆଇପିଏଲରେ ଖେଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଆଇପିଏଲ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। ତେବେ ଆଇପିଏଲ ନିଲାମି ପୂର୍ବରୁ ସବୁ ଦଳ ନିଜ ନିଜର ଖେଳାଳି ମାନଙ୍କୁ ରିଟେନ୍ କରୁଛନ୍ତି।…

Read More

ତୃତୀୟ ଟେଷ୍ଟରେ ହର୍ଷିତ ରାଣାଙ୍କୁ ମିଳିପାରେ ସୁଯୋଗ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ଏହି ମ୍ୟାଚରେ ହର୍ଷିତ ରାଣା ଖେଳିବାର ସୁଯୋଗ ପାଇପାରନ୍ତି | ଟିମ୍ ଇଣ୍ଡିଆ ହର୍ଷିତଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇପାରେ। ଏହି ସିରିଜରେ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୨ରେ ପରାସ୍ତ ହୋଇ ବର୍ତ୍ତମାନ ଶେଷ ମ୍ୟାଚ୍ ଖେଳିବାକୁ ଯାଉଛି। ତେଣୁ ହର୍ଷିତ ରାଣା ୱାନଖେଡେ ଷ୍ଟାଡିୟମରେ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ…

Read More

୧୨ ବର୍ଷ ଓ ୧୮ ସିରିଜ ପରେ ହାରିଲା ଭାରତ

ପୁନେ; ଦୀର୍ଘ ୧୨ ବର୍ଷ ପରେ ଘରୋଇ ସିରିଜ ହାରିଲା ଟିମ ଇଣ୍ଡିଆ ।  ଦ୍ୱିତୀୟ ଟେଷ୍ଟରେ ଭାରତକୁ  ୧୧୩ ରନରେ ହରାଇ ପ୍ରଥମ ଥର ଭାରତ ମାଟିରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ତ  । ଏହା ସହ ଭ୍ରମଣକାରୀ ଦଳ ନ୍ୟୁଜିଲ୍ୟାଣ୍ଡ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଭାରତର ଏହି ପରାଜୟ ଐତିହାସିକ କାରଣ ୨୦୧୨ ପରେ ଟିମ୍ ଇଣ୍ଡିଆ କ୍ରମାଗତ ୧୮ ଟି ଘରୋଇ ସିରିଜ୍ ଜିତିଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏହି ସିରିଜରେ…

Read More

ନ୍ୟୁଜିଲ୍ୟାଣ୍ଡ ସିରିଜରେ ଭାରତର ଖରାପ ପ୍ରଦର୍ଶନ ଜାରି, ଦ୍ଵିତୀୟ ମ୍ୟାଚର ପ୍ରଥମ ପାଳିରେ ୧୫୬/୧୦

ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଖେଳାଯାଉଛି | ଆଜି ମ୍ୟାଚର ଦ୍ୱିତୀୟ ଦିନ |  ଏହି ଦିନ ଭାରତ ତାର ପ୍ରଥମ ପାଳିରେ ମାତ୍ରା ୧୫୬ ରନ୍ କରି ସମସ୍ତ ୱିକେଟ ହରାଇଛି। ତେବେ ନ୍ୟୁଜିଲ୍ୟଣ୍ଡ ୧୦୩ ରନରେ ଆଗାରେ ରହିଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମିଚିଲ ସଂଟନର ସର୍ବାଧିକ ୭ ୱିକେଟ ନେଇଛନ୍ତି। ଯାହା ଫଳରେ ଭାରତର ସ୍ଥିତି ଏହି ମ୍ୟାଚରେ ଖରାପ ରହିଛି।…

Read More