ଭାରତର ହେଡ କୋଚ୍ ଗୌତମ ଗମ୍ଭୀରଙ୍କୁ ଡରାଇଲାଣି ପରାଜୟର ଭୟ

ଭାରତୀୟ ଦଳ ବିଶ୍ଵକପ ଜିତି ସାରିବା ପରେ ରାହୁଲ ଦ୍ରାବିଡ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵରୁ ଅବସର ନେଇଛନ୍ତି। ତାଙ୍କ ସ୍ଥାନ ପୂରଣ କରିବା ପାଈଁ ବିସିସିଆଇ ଭାରତର ପୂର୍ବତନ ବାମହାତୀ ଓପନର ଗୌତମ ଗମ୍ଭୀରଙ୍କୁ ହେଡ୍ କୋଚ ଭାବେ ମନୋନୀତ କରିଛି। ବିଭିନ୍ନ ସମୟରେ ନିଜ ଟିପ୍ପଣୀ ପାଇଁ ଚର୍ଚ୍ଚାରେ ରହୁଥିବା ଗମ୍ଭୀରଙ୍କୁ କିନ୍ତୁ ପରାଜୟର ଭୟ ଡରାଇଲାଣି। ଆମେ ଏଥି ପାଇଁ ଏହା କହୁଛୁ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତ ପାଇଁ…

Read More

ପ୍ୟାରିସ ଅଲମ୍ପିକ୍ସରେ କିଟରୁ ଭାଗ ନେବେ ୧୨ ଖେଳାଳି…

୨୬ ଜୁଲାଇରୁ ପ୍ୟାରିସଠାରେ ଆରମ୍ଭ ହେବାକୁ ଥିବା ଅଲମ୍ପିକ୍ସରେ କିଟ୍‌ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ  ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଗୁରୁବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମନୋବଳ ବୃଦ୍ଧି ଲାଗି ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାଗନେବାକୁ ଥିବା  ଖେଳାଳି – ଅମିତ ରୋହିଦାସ(ପୁରୁଷ ହକି), କିଶୋର କୁମାର ଜେନା (ଜାଭେଲିନ…

Read More

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ବ୍ୟାଟର…

ଶ୍ରୀଲଙ୍କା ଗସ୍ତକୁ ନେଇ ଆଜି ଟିମ ଇଣ୍ଡିଆର ଖେଳାଳି ମାନଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏହି ଶୃଙ୍ଖଳା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ସୁର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦ ଦିଆଯିବାର ଚର୍ଚ୍ଚା ହେଉଛି। ଏହି ସିରିଜ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ତିନେଟି ଟି-୨୦ ଓ ୩ଟି ଦିନିକିଆ ଖେଳାଯିବ । ସୂର୍ଯ୍ୟକୁମାର ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଅଧିନାୟକ ରହି ସାରିଛନ୍ତି । ସେହିପରି ପୂର୍ବ ବର୍ଷ ଅଷ୍ଟ୍ରେଲିଆ…

Read More

ଟି -୨୦ ରେ ରୋହିତଙ୍କ ପରେ ଭାରତର ମଙ୍ଗ ସମ୍ଭାଳିବେ ପାଣ୍ଡ୍ୟା…

ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭାରତ ମଙ୍ଗ ସମ୍ଭାଳିବେ ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଟି-୨୦ ବିଶ୍ୱକପର ହିରୋ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ନଜର ଆସିବେ ନାହିଁ। ସେ ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ରୋହିତ ଶର୍ମା ବିଶ୍ୱକପ ଜିଟି ସାରିବା ପରେ ଆନ୍ତର୍ଜାତୀୟ ଟି -୨୦ ରୁ ଅବସର ନେଇଥିଲେ।…

Read More

ଆଜି ଭାରତ – ଜିମ୍ବାୱେ ଚତୁର୍ଥ ମ୍ୟାଚ୍, ସିରିଜ ସିଲ୍ ଲକ୍ଷ୍ୟରେ ଗିଲ୍ ବାହୀନି

ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଦଳ । ଆଜିର ମ୍ୟାଚ ଜିତି ଭାରତ ସିରିଜ ବିଜୟ ଲକ୍ଷ୍ୟ ରଖିଛି । ସେପଟେ ଜିମ୍ବାୱେ ଆଜିର ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ। ଉଭୟ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ମ୍ୟାଚରେ ଭାରତ ପରାଜିତ ହେବା ପରେ ଦ୍ୱିତୀୟ ଓ ତୃତୀୟରେ ଭଲ…

Read More

୨୦୨୫ ଚାମ୍ପିୟନସ୍ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତ

୨୦୨୫ରୁ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତ ଯିବ କି ନାହଁ ସଭିଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । କିଛି ଦିନ ପୂର୍ବରୁ ଏହାର କାର୍ଯ୍ୟସୂଚୀ ପିସିବି ଘୋଷଣା କରିଥିବା ବେଳେ। ଏହି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ଦୁଇ ଦେଶର ରାଜନୈତିକ ସଂପର୍କ ଭଲ ନ ଥିବାରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି ବୋଲି କୁହାଯାଉଛି। ତେଣୁ ହାଇବ୍ରିଡ୍ ମଡେଲରେ ହୋଇପାରେ ଏହି ଟୁର୍ଣ୍ଣାମେଣ୍ଟ। ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ…

Read More

ଦୁବେ, ସାମସନ ଓ ଜୟସ୍ୱାଲ ଫେରିବା ପରେ ବଦଳି ଗଲା ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ…

ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଆଜି ଖେଳାଯିବ । ଏହା ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚ୍‌ ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସିରିଜ୍‌କୁ ବରାବର ସ୍ଥିତିରେ ରଖିଛନ୍ତି । ସେହିପରି ଏହି ତୃତୀୟ ମ୍ୟାଚରେ ଭାରତୀୟ ଅଧିନାୟକ ସୁଭମନ ଗିଲ ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଛନ୍ତି। ଜୟସ୍ଵାଲ , ଦୁବେ ଓ ସାମସନ ଫେରିବା ପରେ ଭାରତୀୟ ଦଳରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ…

Read More

ବିରାଟ କୋହଲିଙ୍କ ପବ୍ ବିରୁଦ୍ଧରେ ମାମଲା ରୁଜୁ କଲା ବାଙ୍ଗାଲୋର ପୋଲିସ…

ବେଙ୍ଗାଲୁରୁ ପୁଲିସ ଏମ୍‌ଜି ରୋଡ୍‌ରେ ବିରାଟ କୋହଲିଙ୍କ ନାମରେ ଥିବା  ୱାନ୍‌୮ କମ୍ୟୁନ୍‌ ପବ୍‌ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି।ପବ୍ ଗୁଡିକୁ ରାତି ୧ଟା ପର୍ଯ୍ୟନ୍ତ ଖୋଲିବାର ଅନୁମତି ରହିଥିବା ବେଳେ ଏହା ୧.୩୦ ପର୍ଯ୍ୟନ୍ତ ଖୋଲି ରହିଥିଲା। ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ ଉଚ୍ଚ ସ୍ୱର ବଜାଯାଉଥିବା ଅଭିଯୋଗ ହେବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମ୍ ନିକଟରେ ଅବସ୍ଥିତ ୱାନ୍‌୮ କମ୍ୟୁନ୍ ପବ୍, ନିୟମ ଉଲ୍ଲଂଘନ ପାଇଁ ବୁକ୍ ହୋଇଥିବା ପବ୍…

Read More

ଆଜି ଜିମ୍ବାୱେ ବିରୁଦ୍ଧରେ ପ୍ରଥମ ମ୍ୟାଚ ଖେଳିବ ଭାରତ,ଭବିଷ୍ୟତ ଖୋଜରେ ପଡିଆକୁ ଓହ୍ଲାଇବ ନୂଆ ଭାରତୀୟ ଦଳ

ଭାରତୀୟ ଦଳ ଟି 20 ବିଶ୍ଵକପ ଜିତି ସାରିବା ପରେ ଜିମ୍ବାୱେ ବୁରୁଦ୍ଧରେ ପ୍ରଥମ ସିରିଜ ଖେଳିବାକୁ ଯାଉଛି । ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍‍ ଗିଲ୍ଙ୍କର ନେତୃତ୍ୱାଧିନ ଭାରତୀୟ ଦଳରେ ଏକାଧିକ ଯୁବ…

Read More

ଜିମ୍ବାୱେ ଗସ୍ତରୁ ବାଦ୍ ପଡ଼ିଲେ ଏହି ୩ ଖେଳାଳି…

ଜୁଲାଇ ୬ରୁ ଜିମ୍ବାୱେରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ ପାଇଁ। ଦଳ ଘୋଷଣା କରଯାଇଥିଲା କିନ୍ତୁ ଏବେ ଏଥିରେ ଦେଖାଦେଇଛି ପରିବର୍ତ୍ତନ । ପୂର୍ବରୁ ଜିମ୍ବାୱେ ଟି-୨୦ ସିରିଜ ପାଈଁ ଦଳରେ ଦୁବେ, ସାମସନ ଓ ଜୈସୱାଲ ଦଳରେ ରଖାଯାଇଥିଲା। କିନ୍ତୁ ଏବେ ଏହି ୩କ୍ରିକେଟର ବାଦ୍ ପଡ଼ିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଜିମ୍ବାୱେ ଗସ୍ତ ପୂର୍ବରୁ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ସାଇ ସୁଦର୍ଶନ, ଜିତେଶ ଶର୍ମା…

Read More