ଆଜି ଜିମ୍ବାୱେ ବିରୁଦ୍ଧରେ ପ୍ରଥମ ମ୍ୟାଚ ଖେଳିବ ଭାରତ,ଭବିଷ୍ୟତ ଖୋଜରେ ପଡିଆକୁ ଓହ୍ଲାଇବ ନୂଆ ଭାରତୀୟ ଦଳ

ଭାରତୀୟ ଦଳ ଟି 20 ବିଶ୍ଵକପ ଜିତି ସାରିବା ପରେ ଜିମ୍ବାୱେ ବୁରୁଦ୍ଧରେ ପ୍ରଥମ ସିରିଜ ଖେଳିବାକୁ ଯାଉଛି । ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍‍ ଗିଲ୍ଙ୍କର ନେତୃତ୍ୱାଧିନ ଭାରତୀୟ ଦଳରେ ଏକାଧିକ ଯୁବ…

Read More

ଜିମ୍ବାୱେ ଗସ୍ତରୁ ବାଦ୍ ପଡ଼ିଲେ ଏହି ୩ ଖେଳାଳି…

ଜୁଲାଇ ୬ରୁ ଜିମ୍ବାୱେରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ ପାଇଁ। ଦଳ ଘୋଷଣା କରଯାଇଥିଲା କିନ୍ତୁ ଏବେ ଏଥିରେ ଦେଖାଦେଇଛି ପରିବର୍ତ୍ତନ । ପୂର୍ବରୁ ଜିମ୍ବାୱେ ଟି-୨୦ ସିରିଜ ପାଈଁ ଦଳରେ ଦୁବେ, ସାମସନ ଓ ଜୈସୱାଲ ଦଳରେ ରଖାଯାଇଥିଲା। କିନ୍ତୁ ଏବେ ଏହି ୩କ୍ରିକେଟର ବାଦ୍ ପଡ଼ିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଜିମ୍ବାୱେ ଗସ୍ତ ପୂର୍ବରୁ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ସାଇ ସୁଦର୍ଶନ, ଜିତେଶ ଶର୍ମା…

Read More

ଭାରତକୁ ବିଶ୍ୱ ବିଜେତା କରାଇ,ଟି-୨୦ କ୍ରିକେଟ୍‌ରୁ ଅବସର ନେଲେ କୋହଲି ଓ ରୋହିତ …

ସମସ୍ତଙ୍କୁ ଯେଉଁ ମୁହୂର୍ତ୍ତର ଅପେକ୍ଷା ଥିଲା। ସେ ମୁହୂର୍ତ୍ତର ଅନ୍ତ ଘଟାଇ ଦୀର୍ଘ ୧୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ଵକପ ବିଜେତା ହୋଇଛି ଟିମ୍ ଇଣ୍ଡିଆ । ଭାରତ ବିଶ୍ୱକପ୍‌ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟକୁ ଲବିଦା କହିଛନ୍ତି ।…

Read More

ଟି-୨୦ ବିଶ୍ବକପରେ ଆଜି ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା କିନ୍ତୁ ଭାରତ ପକ୍ଷରେ ନାହିଁ ବାର୍ବାଡୋସର ପିଚ୍ …

ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ । ଭାରତୀୟ ସମୟ ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ  ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଆଇସିସି ବିଶ୍ଵକପ୍ ପ୍ରତିଯୋଗିତାରେ ପ୍ରଥମଥା ପାଇଁ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଅଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଭାରତ…

Read More

T20 worldcup; ଆଉ କିଛି ସମୟ ପରେ ହିସାବ ବରାବର କରିବାକୁ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ…

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ଗୁଇନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ | ଏହି ମ୍ୟାଚ୍ ସମୟରେ ବର୍ଷା ହେବାର ସମସ୍ତ ସମ୍ଭାବନା ଅଛି | ଏପରି ପରିସ୍ଥିତିରେ, ଗୁଇନାର ପାଣିପାଗ କଣ ରହିଛି ଆସନ୍ତୁ ଜାଣିବା। ଗୁଇନାରେ ମ୍ୟାଚ ଆରମ୍ଭ ହେବାକୁ ଆଉ ୨ ଘଣ୍ଟା ବାକି ଅଛି, କିନ୍ତୁ ପୁଣି ଥରେ ବର୍ଷା ହୋଇଛି। ଆମେ ଆପଣଙ୍କୁ କହିରଖୁଛୁ ଯେ ଯଦି…

Read More

ଆଜି ଭାରତ – ବାଂଲାଦେଶ ମୁକାବିଲା, ଜାଣନ୍ତୁ ଟି -୨୦ ବିଶ୍ଵକପରେ କିଏ କାହାକୁ କେତେ ଥର ହରାଇଛି…

ଚଳିତ  ଟି-୨୦ ବିଶ୍ୱକପ ର ସୁପର-୮ ଗ୍ରୁପ-ଏ ରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଏହି ମ୍ୟାଚ ସଂଧ୍ୟା 8 ରେ ଖେଳାଯିବ। ଭାରତ ଆଜିର ମ୍ୟାଚକୁ ଜିତି ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିବାବେଳେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ଉଦ୍ୟମ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ବ୍ୟାଟିଂ…

Read More

ବାରବାଟୀକୁ ଫେରିଲା କ୍ରିକେଟ, ଭାରତ ଇଂଲଣ୍ଡ ମଧ୍ୟରେ ହେବ ଦିନିକିଆ ମ୍ୟାଚ୍…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ଫେରିଲା କ୍ରିକେଟ। କଟକ ବାରବାଟୀରେ ଖେଳାଯିବ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ୨୦୨୫ ଫେବ୍ରୁଆରି ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍। ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ନାଗପୁର, ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚଟି ଅହମ୍ମଦାବାଦରେ ଖେଳାଯିବ।  ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୫ବର୍ଷ ପରେ କଟକକୁ ଅନ୍ତର୍ଜାତୀୟ କ୍ରିକେଟ…

Read More

ସୁପର -୮ ର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ

ଚଳିତ ଟି-୨୦ ବିଶ୍ୱକପ୍‌ରେ ଟିମ ଇଣ୍ଡିଆ ଆଜି ଠାରୁ ତା’ର ସୁପର-୮ ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ମେନ୍ ଇନ୍ ବ୍ଲୁ ସୁପର- ୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ୩ଟି ଯାକ ମ୍ୟାଚ୍‌ ଭାରତ ୱେଷ୍ଟ ଇଣ୍ଡିଯରେ ଖେଳିବ। ଆମେରିକାରୁ ଆସି ନୂଆ ପରିବେଶରେ ଭାରତ ଖାପ ଖୁଆଇ ସୁପର-୮ରେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଯଦି ଦୁଇ ଦଳର ଖେଳାଳି ମାନଙ୍କୁ ସମୀକ୍ଷା କରାଯିବ ତେବେ ଭାରତୀୟ…

Read More

ପୁଣି ଇତିହାସ ରଚିଲେ ନୀରଜ …

ପୁଣି ଇତିହାସ ରଚିଛନ୍ତି ସୁନା ପୁଅ ନୀରଜ ଚୋପ୍ରା। ଫିନଲ୍ୟାଣ୍ଡ ଟୁର୍କୁରେ ଆୟୋଜିତ ପାଭୋ ନୁର୍ମି କ୍ରୀଡାରେ ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ ପୂର୍ବରୁ କମାଲ କରିଛନ୍ତି ନୀରଜ। ତୃତୀୟ ପ୍ରୟାସରେ ନୀରଜ ୮୫.୯୭ ମିଟର ଭାଲା ଫିଙ୍ଗି ଶୀର୍ଷରେ ରହିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫିନଲ୍ୟାଣ୍ଡ ଟୋନି କେରେନନ୍‌‌ ୮୪.୧୯ ମିଟର ଫିଙ୍ଗ ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଏବଂ ଗତ ବର୍ଷର ବିଜେତା ଓଲିଭର୍‌‌ ହେଲାର୍ଣ୍ଡ…

Read More

ଟି-୨୦ ବିଶ୍ଵକପ; ଆଜି କାନାଡ଼ା – ଭାରତ ମୁକାବିଲା…

ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଗ୍ରପ୍‌ ଏ’ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ଭାରତ ସୁପର-୮ ସ୍ଥାନ ପକ୍କା କରିଛି । ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କମିଯାଇଥିଲେ ମଧ୍ୟ ଅନ୍ୟ ଖେଳାଳି ମାନଙ୍କୁ ନେଇ କିଛି ପରୀକ୍ଷା କରିବା ପାଇଁ ଦଳ ପାଖରେ ସୁଯୋଗ ରହିଛି।ତେବେ ଭାରତ ସବୁ ୪ଟି ମ୍ୟାଚ୍‌ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା…

Read More