ଜାଗୃତି ଜାତୀୟ ନୃତ୍ୟ ମହୋତ୍ସବ ଉଦ୍ଘାଟିତ
ଭୁବନେଶ୍ଵର; ଆଜି ସନ୍ଧ୍ୟାରେ ଜାଗୃତି ସାଂସ୍କୃତିକ ପରିଷଦ, ଭୁବନେଶ୍ଵର ଦ୍ୱାରା ଦୁଇଦିନିଆ ଜାତିୟ ନୃତ୍ୟ ମହୋତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ବର ଠାରେ ଉଦ୍ଘାଟିତ ହୋଇଯାଇଛି। ଉତ୍ସବ ଟି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଆଡଭି ଗ୍ରୁପ୍ ର ସହଯୋଗ ରେ ଅନୁଷ୍ଠିତ ହୋଇଛି। ଉତ୍ସବ ର ପ୍ରଥମ ସନ୍ଧ୍ୟାରେ ଶ୍ରୀ ସୁଶାନ୍ତ କୁମାର ରାଉତ (ବିଧାୟକ, ଉତ୍ତର ଭୁବନେଶ୍ଵର) ମୁଖ୍ୟ ଅତିଥି, ଶ୍ରୀ ପ୍ରବୋଧ…
