ସାରା ବିଶ୍ୱରେ ଏକ ଭୟଙ୍କର ବାତାବରଣ ରଚୁଛି

ଆମେରିକା/ନୂଆଦିଲ୍ଲୀ : (ଭାଲ ଚନ୍ଦ୍ର ଷଡ଼ଙ୍ଗୀ)- ମଧ୍ୟ ପ୍ରାଚ୍ୟ ଓ ଆରବ ଦେଶମାନଙ୍କରେ ତେଲର ଭଣ୍ଡାର ଆବିଷ୍କୃତ ହେବା ପରେ ଆମେରିକା ଓ ୟୁରୋପୀୟ ଦେଶମାନେ ତାକୁ ହାସଲ କରିବା ପାଇଁ ଚେଷ୍ଟା କରି ଆସିଛନ୍ତି । ଏହି କ୍ରମରେ ତୈଳ ସମ୍ପଦ ଭରା ସେହି ଅଞ୍ଚଳରେ ନିଜର ରାଜନୈତିକ ଓ ସାମରିକ ଆଧିପତ୍ୟ ପ୍ରତିଷ୍ଠା କରିବା ପାଇଁ ସେମାନେ ଇସ୍ରାଏଲ ପରି ଏକ ଦେଶକୁ ପାଲେଷ୍ଟାନୀୟମାନଙ୍କ ଜନ୍ମଭୂମିରେ ବଳପୂର୍ବକ ନୂଆରେ ବସାଇବା ସହ ତାକୁ ଶକ୍ତିଶାଳୀ…

Read More

ସୁସ୍ଥ ହେଉଛନ୍ତି ଶ୍ରୀଜୀଉ

ଧରି ଫୁଲୁରୀ ତେଲ ଓ ଓଷଧ ଲାଗିଥିବା ଅବସ୍ଥାରେ ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କୁ ଚକାବିଜେ କରାଯାଉଛି। ଚକାବିଜେ ପରେ ଶ୍ରୀଜୀଉ ତାଙ୍କ ଶୋଇବା ଅବସ୍ଥାରୁ ଉଠି ବସିବା ପାଇଁ ସୁସ୍ଥ ହେଉଛନ୍ତି। ଅଣସର ଦଶମୀ ନୀତି ଅନୁଯାୟୀ, ଶ୍ରୀବିଗ୍ରହଙ୍କୁ ଦଶମୂଳମୋଦକ ନାମକ ଗୁପ୍ତ ଔଷଧ ଦିଆଯିବ। ଏହି ରାଜବୈଦ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧୀର ମୂଳ ଉପାଦାନ ହେଉଛି ଦଶ ପ୍ରକାରର ଦୁଲ୍ଲଭ ଚେରମୂଳ। ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି ଗୋଖରା, ଲମ୍ବାଗୋତି, ଗମ୍ଭାରୀ,…

Read More

ଏକ ପ୍ରେରଣା “ଇନ୍ଦ୍ରମଣି ସାର୍”ଆଦର୍ଶ ଶିକ୍ଷକଙ୍କୁ ଶତ୍ ଶତ୍ ନମନ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପହଙ୍ଗା ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ଇନ୍ଦ୍ରମଣି କରଙ୍କୁ ତାଙ୍କ ଅବସରରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। 1988 ମସିହାରେ ଶିକ୍ଷକ ଭାବରେ ଏହି ବିଦ୍ୟାଳୟରେ ଯୋଗ ଦେଇଥିବା ଶ୍ରୀ କର, ଦୀର୍ଘ ୩୧ ବର୍ଷ ଧରି ନିଷ୍ଠା, ସମର୍ପଣ ସହିତ ଶିକ୍ଷା ଦାନ କରି ଅନେକ ପିଢ଼ିର ଛାତ୍ରଛାତ୍ରୀଙ୍କ ଜୀବନ ଗଠନ କରିଛନ୍ତି। ତାଙ୍କ ବିଦାୟୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରବିନ୍ଦ୍ର ଘଡ଼ାଇ ସଭାପତିତ୍ୱ…

Read More

ଉତ୍କଳ ବିଶ୍ବବିଦ୍ୟାଳୟର ୨୦୦୮-୧୦ ବ୍ୟାଚ୍ ବନ୍ଧୁମିଳନ ବିଶ୍ବବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ସହଯୋଗ କରିବାକୁ ଆହ୍ୱାନ

ଭୁବନେଶ୍ଵର: ଉତ୍କଳ ବିଶ୍ଵବିଦ୍ୟାଳୟ ୨୦୦୮-୧୦ ବ୍ୟାଚ୍ ଛାତ୍ରଚାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକସ୍ଥିତ ମା’ ସରସ୍ବତୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ସଭାରେ ୨୦୦୮-୧୦ ବ୍ୟାଚ୍‌ର ଛାତ୍ର ସଂସଦ ସଭାପତି ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ସାହୁ ବିଶ୍ବବିଦ୍ୟାଳୟ ପରିସରକୁ ଅଧୂକ ସବୁଜ ଓ ସୁନ୍ଦର କରିବା ଉପରେ ଗୁରୁତ୍ବ ଦେଇଥିଲେ । ପୁରାତନ…

Read More

ଆଜିର ରେବତୀ ସିନେମା ଏକ ଭଲ ପରୀକ୍ଷଣ

ଭୁବନେଶ୍ୱର : (ଜୟନ୍ତ ସେଠ )-ବ୍ୟାସକବିଙ୍କ ଅମର କାହାଣୀ ରେବତୀ ଲେଖାହେବାର ପ୍ରାୟ ଶହେ ସଇଁତିରିଶ ବର୍ଷ ପରେ ପୁଣି ରେବତୀ ସହ ଦେଖା ହେଲା ନୂଆ ଓଡ଼ିଆ ସିନେମା ଆଜିର ରେବତୀ ମାଧ୍ୟମରେ l ଏବର ରେବତୀ ସହିତ ଶ୍ୟାମବନ୍ଧୁ, ଅଛନ୍ତି, ବାସୁ ମାଷ୍ଟ୍ରେ ଵି ଅଛନ୍ତି ଆଉ ତା ସହ ରେବର ଜେଜେମା ମଧ୍ୟ l ସିଚୁଏସନ ଅଲଗା ଆଉ ଚରିତ୍ର ମାନଙ୍କ ରୂପ,ରଙ୍ଗ ଆଉ ଢଙ୍ଗଵି ଟିକିଏ ଅଲଗା, କିନ୍ତୁ ମୂଳ ବିଚାରଧାରା…

Read More

ନୂଆ ସିନେମା Dustbinର ସମୀକ୍ଷା

ଭୁବନେଶ୍ୱର : ( ଦେବଦତ୍ତ ପତି )-କୋଟିଏ ଟଙ୍କାର ପ୍ରଶ୍ନ| ତେବେ ଗତକାଲି ଏକ ସଂଗେ ପ୍ରେକ୍ଷାଳୟକୁ ଆସିଛି ୩ଟି ନୂଆ ସିନେମା| ଏହା ନିଶ୍ଚିତ ଭାବେ ଓଡ଼ିଆ ସିନେ ପ୍ରେମୀମାନଙ୍କ ପାଇଁ ସୁଖଦ ଖବର| ଯଦିଓ ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହା ସାମାନ୍ୟ ରିସ୍କ, ତଥାପି ଏହି ରିସ୍କ ନେଇଛନ୍ତି ତିନୋଟି ସିନେମାର ପ୍ରଯୋଜକ ଓ ବିତରକ, ଯାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଉଦାହରଣ| ଆମ ଦର୍ଶକମାନେ ତିନୋଟି ନୂଆ ସିନେମା ଦେଖିବେ ଓ ପରଖିବେ|ମୋତେ…

Read More

କେମିତି ହୋଇଛି ‘ପାଦେ ଆକାଶ’

ଭୁବନେଶ୍ୱର : (ଜୟନ୍ତ ସେଠ )-ସିନେମାପ୍ରେମୀ ଭାବେ ଯେତେବେଳେ ଦୁଇଶହ ଟଙ୍କା ଖର୍ଚ୍ଚ କରି, ବହୁତ କଷ୍ଟ ରେ ତିନି ଘଣ୍ଟା ସମୟ ବାହାର କରି ଯେତେବେଳେ ଵି ସିନେମା ଦେଖେ, ଗୋଟେ ଆଶା ଥାଏ ମୋ ସମୟ ଆଉ ଟଙ୍କା ପାଣିରେ ନ ପଡ଼ୁ l ଆଉ ଯେତେବେଳେ ସିନେମା ଭଲ ଲାଗିଛି, ମନକୁ ଛୁଇଁଛି, ସୋସିଆଲ ମିଡ଼ିଆରେ ପଦେ ଲେଖିବା ପାଇଁ ମନ ହାଇଁ ପାଇଁ ହୁଏ l ସିନେମା ସହ ସମ୍ପୃକ୍ତ ଲୋକ…

Read More

ବେଦାନ୍ତ ବିରୋଧୀଙ୍କ ବିଜୟ ଦିବସ ପାଳନ

ପୁରୀ : ଆଜି ବେଲଦଳ ଗାଁରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଙ୍ଘର୍ଷ ସମିତି ପକ୍ଷରୁ ଗୌରାଙ୍ଗ ସ୍ୱାଇଁଙ୍କ ସଭାପତିତ୍ୱରେ ବିଜୟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ୨୨ ମୌଜାର ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହା କେବଳ ଚାଷୀମାନଙ୍କର ବିଜୟ ନୁହେଁ, ବରଂ ସମଗ୍ର ସମାଜର ଏକତାର ପ୍ରତୀକ। ଯୁବ ଛାତ୍ର, ମହିଳା, ସେବାୟତ ଓ ସମାଜର ବିଭିନ୍ନ ସ୍ତରର ଲୋକମାନେ ଏହି ଆନ୍ଦୋଳନରେ…

Read More

୫୦ ଟଙ୍କା ବଢିଲା ଘରୋଇ ଗ୍ୟାସ, ଏବେ ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ:  ଘରୋଇ ଏଳପିଜି ସିଲିଣ୍ଡରର ବଢିଲା ଦର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ ୧୪ କେଜି ସିଲିଣ୍ଡର ଗ୍ୟାସ ଉପରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ଗ୍ୟାସ୍ ସିଲିଣ୍ଡରର ମଧ୍ୟ ବଢିଲା ଦର। ମୂଲ୍ୟ ବୃଦ୍ଧି ପରେ ଏବେ ଓଡ଼ିଶାରେ ୮୭୯ ଟଙ୍କା ଦେଇ ୧୪ କେଜି ଏଲପିଜି ଗ୍ୟାସ୍ ସିଲିଣ୍ଡର କିଣିବାକୁ ପଡ଼ିବ । ପୂର୍ବରୁ ଏହାର ଦାମ ଥିଲା ୮୨୯ ଟଙ୍କା।…

Read More

ଜିଓର ଏହି ରିଚାର୍ଜ ପ୍ଲାନରେ ଆପଣ ୧୦୦ ଦିନ ପାଇଁ ସବୁ ପାଇବେ ଅନଲିମିଟେଡ୍

ନୂଆଦିଲ୍ଲୀ; ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଭାରତର ନମ୍ବର ୧ ଟେଲିକମ୍ କମ୍ପାନୀ। ଦେଶର କୋଟି କୋଟି ମୋବାଇଲ୍ ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଂଶ କେବଳ ଜିଓ ସହିତ ଜଡିତ। ଜିଓ ତାର ରିଚାର୍ଜ ପ୍ଲାନ ପାଇଁ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଜିଓର ସମସ୍ତ ପ୍ରକାରର ଉପଭୋକ୍ତାଙ୍କ ପାଇଁ ସବୁ ପ୍ରକାରର ରିଚାର୍ଜ ଯୋଜନା ଅଛି। ଜିଓରେ ଶସ୍ତା ଠାରୁ ମହଙ୍ଗା, ଦୀର୍ଘ ବୈଧତା ଠାରୁ କମ୍ ବୈଧତା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ରିଚାର୍ଜ ପ୍ଲାନ୍ ଅଛି।…

Read More