ସବୁ କଥାକୁ କଦର୍ଥ କରି ପରିବେଷଣ କରା ନ ଯାଉ

ଭୁବନେଶ୍ୱର: (ବିଶ୍ଵରାଜ ନାୟକ)- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାଣବସା ଗୁରୁବାରରେ ମାଣ୍ଡିଆକୁ ମାତା ଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଭାବେ ଅର୍ପଣ କରିବାର ପ୍ରସ୍ତାବ ଦେଲେ ଓ ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଗଲା ଆଲୋଚନା, ସମାଲୋଚନା ଓ ତାତ୍ସଲ୍ୟ। ମାଣ୍ଡିଆ ଏକ ଶସ୍ୟ। ଚାଉଳ ଭଳି ଶସ୍ୟ ମାଣବସାରେ ବ୍ୟବହୃତ ହେଉଥିବା ବେଳେ ମାଣ୍ଡିଆ ବ୍ୟବହାରରେ ତେବେ ଅସୁବିଧା ରହିଲା କେଉଁଠି ? ଆୟୁର୍ବେଦରେ ମାଣ୍ଡିଆର ଗୁରୁତ୍ବ ଖୁବ୍ ଅଧିକ। ଆୟୁର୍ବେଦ ହିସାବରେ ମାଣ୍ଡିଆ ରୋଗ ପ୍ରତିରୋଧ କରେ…

Read More

BSNL Plan: ଏବେ ୨୫୦ ଟଙ୍କାରୁ କମରେ ମିଳୁଛି ୪୫ ଦିନର ବୈଧତା ଏବଂ ଅନଲିମିଟେଡ କଲ ଓ ଡାଟା

ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର ଶସ୍ତା ରିଚାର୍ଜ ପ୍ଲାନ ଯୋଗୁଁ ଲକ୍ଷ ଲକ୍ଷ ଉପଭୋକ୍ତା ଏହି କମ୍ପାନୀ ସହ ଯୋଡି ହେଉଛନ୍ତି।ଗତ କିଛି ମାସ ମଧ୍ୟରେ, ଲକ୍ଷାଧିକ ନୂତନ ଉପଭୋକ୍ତା BSNL ରେ ଯୋଗ ଦେଇଛନ୍ତି । ଲୋକଙ୍କୁ ଆକର୍ଷିତ କରିବା ପାଇଁ BSNL ଗୋଟିଏ ପରେ ଗୋଟିଏ ନୂଆ ରିଚାର୍ଜ ଯୋଜନା ଆରମ୍ଭ କରୁଛି ।କେବଳ ଏତିକି ନୁହେଁ, ବିଏସଏନଏଲ ଖୁବ ଶୀଘ୍ର ସମଗ୍ର ଦେଶରେ ଏହାର 4G ସେବା ମଧ୍ୟ ଆରମ୍ଭ କରିବାକୁ…

Read More

Jio ର ଏହି ପ୍ଲାନରେ ଅସୀମିତ 5G ଡାଟା ସହିତ ମିଳୁଛି ନେଟଫ୍ଲିକ୍ସର ମାଗଣା ସବସ୍କ୍ରିପସନ୍

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଦେଶର ଏକ ନମ୍ବର ଟେଲିକମ୍ କମ୍ପାନୀ ଅଟେ। କୋଟି କୋଟି ଉପଭୋକ୍ତା ରିଲାଏନ୍ସ ଜିଓ ସହିତ ଯୋଡ଼ି ହୋଇ ରହିଛନ୍ତି। ଏହାର ବ୍ୟବହାରକାରୀଙ୍କ ପାଇଁ ଜିଓର ଏକାଧିକ ରିଚାର୍ଜ ଯୋଜନା ଅଛି । ଜୁଲାଇ ମାସରେ ରିଚାର୍ଜ ପ୍ଲାନ୍ ଗୁଡିକର ମୂଲ୍ୟ ବୃଦ୍ଧି କରିବା ପରେ, ଜିଓ ଏହାର ଉପଭୋକ୍ତାମାନଙ୍କୁ ଭଲ ଏବଂ ଶସ୍ତା ରିଚାର୍ଜ ଯୋଜନା ଯୋଗାଇବାକୁ ଚେଷ୍ଟା କରୁଛି । ଆଜି ଆମେ ଆପଣଙ୍କୁ ଜିଓର ଏପରି ଏକ…

Read More

VI ର ଏହି ପ୍ଲାନ୍ ଜିଓ, ଏୟାରଟେଲ ଠାରୁ ଅଧିକ ଭଲ

ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭିଆଇ ଦେଶର ବହୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ଅଟନ୍ତି । ଶସ୍ତା ଏବଂ ସୁଲଭ ରିଚାର୍ଜ ଯୋଜନା ବିଷୟରେ ଏହି କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ । ତେବେ ଜୁଲାଇରେ ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ମଧ୍ୟ ଏହି ପ୍ରତିଯୋଗିତାରେ ଯୋଗ ଦେଇଛି। ଯଦି ଆପଣ ଜଣେ ଭିଆଇ (VI) ୟୁଜର୍, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ…

Read More

BSNLର ଏହି ତିନୋଟି ରିଚାର୍ଜ ପ୍ଲାନ୍ ବିଷୟରେ ଜାଣିବା ପରେ ଆପଣ ଅନ୍ୟ ସିମକୁ କହିବେ ଟାଟା ବାଏ ବାଏ

ଗତ କିଛି ମାସ ପୂର୍ବେ,ସମସ୍ତ ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲେ, ଯାହା ଫଳରେ ଅନେକ ଲୋକ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ପ୍ରତି ଆକର୍ଷିତ ହୋଇଥିଲେ। ଅନ୍ୟ ଟେଲିକମ୍ କମ୍ପାନୀ ତୁଳନାରେ ବିଏସନେଲ(BSNL)  ଏହାର ଗ୍ରାହକଙ୍କୁ ବହୁତ ଶସ୍ତା ରିଚାର୍ଜ ଯୋଜନା ପ୍ରଦାନ କରୁଛି।ଯାହା ଫଳରେ ଗତ କିଛି ମାସ ମଧ୍ୟରେ, ୫୫ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା ବିଏସନେଲ ସହିତ ଯୋଡି ହୋଇଛନ୍ତି | ଆଜି ଆମେ ଆପଣଙ୍କୁ…

Read More

ଭୁବନେଶ୍ୱରରେ ସ୍ଥାପନ ହେବ ଭାରତର ପ୍ରଥମ ମହିଳା ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ବ୍ଲୁ’

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭାରତର ପ୍ରଥମ  ମହିଳା ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ବ୍ଲୁ’। ସୁପରିଚିତ ବିକାଶ ଯୋଗାଯୋଗ ସଂସ୍ଥା ‘ଏସିଡିସିଆର’ (ଏସିଆ ସେଣ୍ଟର  ଫର ଡେଭଲପମେଣ୍ଟ କମ୍ୟୁନିକେସନ ଆଣ୍ଡ ରିସର୍ଚ୍ଚ)କୁ ଏହି କମ୍ୟୁନିଟୀ ରେଡିଓ ସ୍ଥାପନ ପାଇଁ ଭାରତ ସରକାରଙ୍କ ଦୂରସଞ୍ଚାର ମନ୍ତ୍ରଣାଳୟରୁ ଲାଇସେନ୍ସ ମିଳିଛି। ରେଡିଓ ବ୍ଲୁ ଦେଶର ଏକମାତ୍ର କମ୍ୟୁନିଟୀ ରେଡିଓ ହେବ , ଯାହା କେବଳ ମହିଳା ମାନଙ୍କ ନେତୃତ୍ବ ଓ ଭାଗିଦାରୀରେ ଚାଲିବ । …

Read More

ଅନୁଗୁଳରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ୧.୫ ଏମଟିପିଏ ଗ୍ରାଇଣ୍ଡିଂ ୟୁନିଟର କାର୍ଯ୍ୟକ୍ଷମ

ସିମେଣ୍ଟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ §  କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ କରି ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଦ୍ବାରା ଓଡ଼ିଶାର ଅନୁଗୁଳଠାରେ ୧.୫ ଏମଟିପିଏ କ୍ଷମତା ବିଶିଷ୍ଟ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ §  ଜେଏସପିଏଲର ଇସ୍ପାତ ମାର୍କେଟିଂ ଟିମ୍ ସହଯୋଗରେ ବଜାରରେ ସିମେଣ୍ଟର ବିତରଣ କରାଯିବ ନୂଆଦିଲ୍ଲୀ, ୨୨/୧୦: କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଜିନ୍ଦଲ ଗୃପ ଅଧୀନରେ…

Read More

Whatsup University ରୁ ଯାହା ଆସିଲା ତାହା ଖବର, ଅନୁସନ୍ଧାନ କି ଦରକାର

ନୂଆଦିଲ୍ଲୀ/ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)-ଶ୍ୟାମ ବେନେଗଲଙ୍ଗ ନିର୍ଦ୍ଦେଶିତ ଏକ ବ୍ୟଙ୍ଗାତ୍ମକ ଓ ମନୋରଞ୍ଜନଧର୍ମୀ ଚଳଚିତ୍ର ଆସିଥିଲା।‌ଚଳଚ୍ଚିତ୍ରର ନାଁ ହେଉଛି ଓ୍ବେଲଡନ୍ ଆବା ।ଏହି ଫିଲ୍ମରେ ଦେଖା ଯାଇଛି ଗୋଟିଏ କୁଅ ଚୋରି ହୋଇ ଯାଇଛି। ହଁ ଆଜ୍ଞା, ପାଣି କୁଅ । ଏକଥା ମନେ ପଡିଗଲା କାହିଁକି ନା, ସମ୍ବାଦରେ ପ୍ରକାଶ ପାଇଛି, କେଜରିୱାଲ ଯେଉଁ ଘର ଖାଲି କଲେ ସେ ଘରୁ ଗୋଟିଏ ପାଇଖାନା ଚୋରି ହୋଇ ଯାଇଛି। ‘କେଜରିଓ୍ବାଲଙ୍କ ପୁରୁଣା ଘରୁ ୧୨ ଲକ୍ଷର…

Read More

ନେଡିଗୁଡ଼ କହୁଣୀକୁ ବୋହିଗଲା ପରେ ଫାଳେ ବୁଝୁଛି ବିଜେଡି…..ପ୍ରକୃତ ପ୍ରସଙ୍ଗକୁ ଫେରୁଛି

ଭୁବନେଶ୍ୱର-  ସମୟ ଓ ଧୈର୍ଯ୍ୟଠୁ ବଳି ବଡ଼ କେହି ଯୋଦ୍ଧା ନାହାନ୍ତି। ଏକଥା ଇତିହାସରେ ବହୁଥର ବିଭିନ୍ନ ଉଦାହରଣରେ ଉଲ୍ଲେଖ କରାଯାଇଛି। ସମୟ ହିଁ ବଳବାନ , ଏହା ରାଜନୀତିରେ ପ୍ରତି ମୂହୁର୍ତ୍ତରେ ପରିବର୍ତ୍ତିତ ହୋଇଥାଏ। ଓଡ଼ିଶା ରାଜନୀତି ମଧ୍ୟ ଠିକ୍ ସେହିପରି କଡ଼ ଲେଉଟାଇଛି। ଯେଉଁ ସବୁ ପ୍ରସଙ୍ଗ ବିଜେଡି ଅଣଦେଖା କରୁଥିଲା। ସେହି ପ୍ରସଙ୍ଗରେ ଆଜି ପ୍ରଥମେ ହାଜିରା ପକାଉଛି। ଦୁଇଦିନ ତଳେ ସିପିଏମ୍ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

Read More

ଜିନ୍ଦଲ ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସରେ ସେବା ଦିବସ ପାଳିତ

ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂଗଠନ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହାର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କୁଚିପୁଡ଼ି ନୃତ୍ୟାଙ୍ଗନା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଜନ୍ମ ଦିବସକୁ ଅକ୍ଟୋବର ୨୦ ଦିନ ସେବା ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯାଇଛି । ସାମୁଦାୟିକ ବିକାଶ ପାଇଁ ଶ୍ରୀମତୀ ଜିନ୍ଦଲଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଆଧାର କରି ସେବା ଦିବସ ପାଳନ ଅବସରରେ ଜିନ୍ଦଲ ଫାଉଣ୍ଡେସନର ଦେଶବ୍ୟାପୀ ଥିବା ସମସ୍ତ ପ୍ରତିଷ୍ଠାନ ମାନଙ୍କ ଦ୍ବାରା ବହୁ…

Read More