ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ହୋଇଛି ପରିବର୍ତ୍ତନ । ଛୁଟି ନେଇପାରିବେ ସରକାରୀ ଅଧିକାରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ସାନି ନିର୍ଦ୍ଦେଶନାମା । ଆବଶ୍ଯକ ପଡିଲେ ତତ୍କାଳ କାର୍ଯ୍ଯରେ ଯୋଗଦେବେ । ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।