କମିପାରେ ଡୋମେଷ୍ଟିକ ଷ୍ଟିଲ ପ୍ରାଇସ

ନୂଆଦିଲ୍ଲୀ : ଆଗକୁ ଡୋମେଷ୍ଟିକ ମାର୍କେଟରେ ଷ୍ଟିଲ ପ୍ରାଇସ ଆହୁରି କମିବ ବୋଲି ଏହି ସେକ୍ଟେରରେ କର୍ଯ୍ୟରତ ଏସ୍କପର୍ଟମାନେ ମତ ପ୍ରକାଶ କରିଛନ୍ତି । ଚୀନରୁ ଷ୍ଟିଲ ଏସ୍କପୋର୍ଟ ବୃଦ୍ଧି ଯୋଗୁ ଭାରତରେ ଏହାର ଡିମାଣ୍ଡ ଏବଂ ଦର ହ୍ରାସ ପାଇଛି । ମାର୍ଚ୍ଚ ଶେଷ ଭାଗରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ମେ” ମାସରେ ହଟ ରୋଲଡ କଏଲ ମୂଲ୍ୟ ଟନ ପିଛା 57 ହଜାର ଟଙ୍କା ହ୍ରାସ ପାଇଛି । ଏପ୍ରିଲ ତୁଳନାରେ ଏହା 3ରୁ 4 ପ୍ରତିଶତ କମ ଏବଂ ପୂର୍ବ ବର୍ଷ ତୁଳନାରେ 17 ପ୍ରତିଶତ କମ ହୋଇଛି । ସେହିପରି ଜୁନରେ ଷ୍ଟିଲ ପିଛା ପନ୍ଦରରୁ – କୋଡିଏ ହଜାର ଟଙ୍କା କମିବ ବୋଲି ଆକଳନ କରାଯାଉଛି ।

Leave a Reply

Your email address will not be published. Required fields are marked *