ହୋଟେଲ ପରିଚାଳକ ଆଣ୍ଠୁମାଡ଼ି ତେଜ ପ୍ରତାପ ଯାଦବଙ୍କୁ କ୍ଷମା ମାଗିଥିବା ଦାବି କରାଯାଉଛି

ନୂଆଦିଲ୍ଲୀ: ବିହାର ସରକାରରେ ମନ୍ତ୍ରୀଥିବା ତେଜ ପ୍ରତାପ ଯାଦବଙ୍କ ସହ ବାରଣାସୀର ଏକ ହୋଟେଲରେ ଦୁର୍ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା।

କେବଳ ଏତିକି ନୁହେଁ, ହୋଟେଲର କର୍ମଚାରୀମାନେ ତେଜ ପ୍ରତାପ ଓ ତ‌ାଙ୍କ ସହଯୋଗୀଙ୍କ ଜିନିଷପତ୍ର ହୋଟେଲ ବାହାରକୁ ବାହାର କରିଦେଇଥିଲେ । ଏନେଇ ତେଜ୍ ପ୍ରତାପ ହୋଟେଲ ମାଲିକଙ୍କ ନାମରେ ବାରଣାସୀ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ଘଟଣାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଦାବି କରାଯାଇଛି କି, ହୋଟେଲ ପରିଚାଳକ ଆଣ୍ଠେଇ ସେ କରିଥିବା ଭୁଲ ପାଇଁ ତେଜ ପ୍ରତାପଙ୍କୁ କ୍ଷମା ମାଗିଛନ୍ତି।

Leave a Reply

Your email address will not be published. Required fields are marked *