ରାହୁଲଙ୍କ ସ୍ଥାନରେ କିଶନ

ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରୁ କେ.ଏଲ୍ ରାହୁଲଙ୍କୁ ବାଦ ଦିଆଯିବା ପରେ।ଚୟନକର୍ତ୍ତା ଇଶାନ କିଶନଙ୍କୁ ରାହୁଲଙ୍କ ସ୍ଥାନରେ ରଖିଛନ୍ତି। ଚଳିତ ଆଇପିଏଲ ସମୟରେ ଜଂଘରେ ଆଘାତ ପରେ କେଏଲ ରାହୁଲଙ୍କୁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ ବାଦ୍ ଦେଇଥିଲା। ସେହିପରି ଜୟଦେବ ଉନଦକତ୍ ଏବଂ ଉମେଶ ଯାଦବଙ୍କ ସ୍ଥାନରେ କୌଣସି ଖେଳାଳିଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।