ପୁଲିସ ହେପାଜତରୁ ମଧ୍ୟାହ୍ନରେ ଚମ୍ପଟ ମାରିଲା ବିଚାରାଧୀନ କଏଦୀ, ଅପରାହ୍ନରେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଉପକାରଗାରର ଫାଟକ ନିକଟରୁ ଜଣେ ବିଚରାଧୀନ ବନ୍ଦୀ ଆଜି ମଧ୍ୟାହ୍ନରେ ଫେରାର ହୋଇଥିବା ବେଳେ ପୁଣି ଅପରାହ୍ନରେ କାବୁ କରିବାରେ ସଫଳ ହୋଇଛି ପୁଲିସ। ଫେରାର କଏଦୀର ନା ଲୁକୁ ଭୂମିଆ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ପୁଲିସ ହେପାଜତରୁ ଫେରାର ହୋଇଥିବା କଏଦୀ ପୁଣି ଅପରାହ୍ନରେ ପୁଲିସ ହାତରେ ଧରା ପଡ଼ି ଥାନାକୁ ନିଆଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *