ସାନଖେମୁଣ୍ଡି ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ରାଜବାଟିରୁ ଶଙ୍ଖଭବନ ଯାଏଁ ଲମ୍ବିଛି ଅଭିଯୋଗ

ବ୍ରହ୍ମପୁର: ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ  ଗଞ୍ଜାମ ଜିଲାରେ ବିଜେଡ଼ି ସଙ୍ଗଠନ ମଧ୍ୟରେ ଗୋଷ୍ଠୀ କନ୍ଦଳ ସମ୍ପର୍କିତ ଖବର ଅଧିକ ବାହାରକୁ ଆସିଛି। ପ୍ରାୟ ତିନି ବର୍ଷ ତଳୁ ଗୋପାଳପୁର,ଦିଗପହଣ୍ଡିରୁ ଆରମ୍ଭ ହୋଇଥିବା ଏହି ଅସନ୍ତୋଷ ଏବେ ଅନ୍ୟ ଆସନ ଗୁଡିକୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି।  ଗତଥର ବିଜେଡି ଜିଲ୍ଲାର ଅନ୍ୟ ୧୨ଟି ଆସନରେ ବିଜୟୀ ହୋଇଥିଲା। ମାତ୍ର ସାନଖେମୁଣ୍ଡି ଆସନରେ ଦଳ ପରାଜିତ ହୋଇଥିଲା। ଏହା ପରେ ଏହି ନିର୍ବାଚନମଣ୍ଡଳୀକୁ ବିଶେଷ ପ୍ରାଧାନ୍ୟ ଦିଆଗଲା।…

Read More