କଂଗ୍ରେସ ଉଠାଉଥିବା ପ୍ରସଙ୍ଗ ବିଜେପିକୁ ଫାଇଦା ଦେବ….ରାଷ୍ଟ୍ରୀୟ ନେତୃତ୍ୱକୁ ରିପୋର୍ଟ ଦେଲା ନିର୍ବାଚନୀ ସର୍ଭେକ୍ଷଣ ସଂସ୍ଥା….

ଭୁବନେଶ୍ୱର : ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହେଉଥିବେ। ମାତ୍ର ଏକଥା ସତ। ରାଜ୍ୟ କଂଗ୍ରେସର ନିଷ୍କ୍ରିୟତା ଓ ରଣନୀତି ଚୟନ ରାଜ୍ୟ ବିଜେପିକୁ ଫାଇଦାରେ ରଖିବ। ଏକଥା ଆମେ କହୁନାହୁଁ। କେନ୍ଦ୍ରୀୟ ବିଜେପି ପାଇଁ କାମ କରୁଥିବା ନିର୍ବାଚନୀ ସର୍ଭେ ସଂସ୍ଥା ବରାହ ଆନାଲିଟିକ୍ ପକ୍ଷରୁ କୁହାଯାଇଛି। ଓଡ଼ିଶା ସମ୍ପର୍କିତ ଏକ ରିପୋର୍ଟ ନିକଟରେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱକୁ ପ୍ରଦାନ କରାଯାଇଛି। ରାଜ୍ୟ କଂଗ୍ରେସର କୌଣସି ରାଜନୈତିକ କାର୍ଯ୍ୟକ୍ରମ ବିଜେପିକୁ ଅଡୁଆ ହେବ ନାହିଁ। ବରଂ ସବୁ…

Read More

ରାଜ୍ୟ ବିଜେପିର କେଉଁ ସବୁ ପ୍ରସଙ୍ଗ ଗୌହାଟିରେ ହେଲା ଆଲୋଚନା ……

ଗୌହାଟି : ସବୁ ରାଜ୍ୟରେ ଇଡି, ସିବିଆଇ, ଆୟକର ବିଭାଗ ଜୋରଦାର ଚଢଉ ହେଉଛି। ମାତ୍ର ଓଡ଼ିଶାରେ ସେପରି କିଛି ଦେଖିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଶାହ ଓଡ଼ିଶା ଆସିବା ନାଁ ଧରୁନାହାନ୍ତି। ରାଜ୍ୟ ବିଜେପି ରାସ୍ତାକୁ ବାହାରିଲା ବେଳକୁ କେନ୍ଦ୍ର ବିଜେପି କଣ ନିର୍ଦ୍ଦେଶ ଦେବ ସେ ନେଇ ସ୍ପଷ୍ଟତା ଆସୁନି। ଗୋଟିଏ ସରକାର ବିରୋଧରେ ଦୁଇ ଦଶନ୍ଧିର ଶାସକ ବିରୋଧି ହାଓ୍ୱାର ରହିଛି। ଏଥିସହ ବିଜେଡିରେ ଅସନ୍ତୋଷ…

Read More

ବିଧାନସଭା ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟ, ଏହି ଆସନ ଉପରେ ରହିଛି ତାଙ୍କ ନଜର

ପାରଳାଖେମୁଣ୍ଡି: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ଯେଉଁ ଗତିରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ସେହି ତୁଳନାରେ କଂଗ୍ରେସ ନିଜର ସ୍ଥିତି ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏହି ସ୍ଥଳେ ପିସିସି ସଭାପତି ଶରତ ପଟ୍ଟନାୟକ ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟ ଅପେକ୍ଷା ଦିଲ୍ଲୀ ଅଧିକ ଦୌଡ଼ିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ଓ ଆସୁଆସୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ମଙ୍ଗ…

Read More

କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର, ହାତେ ମାପି ଚାଖଣ୍ଡେ ଚାଲିବା ନ୍ୟାୟରେ ନେଉଛନ୍ତି ନିଷ୍ପତ୍ତି ….

ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଗସ୍ତ କାର୍ଯ୍ୟକ୍ରମ ଇତି ମଧ୍ୟରେ ଅହେତୁକ ବହୁତ ବୃଦ୍ଧି ପାଇଛି । ଯାହାକି ସ୍ଥାନୀୟ ଏବଂ ରାଜ୍ୟ ରାଜନୈତିକ ବାତାବରଣ ଉଷ୍ମ କରିଛି। ।ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଲୋକସଭାରୁ ପ୍ରତ୍ୟକ୍ଷ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ଆଲୋଚନା ଜୋର ଧରିଛି । ସେ ସମ୍ବଲପୁର କିମ୍ବା ଢେଙ୍କାନାଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ଜାରି ରହିଛି। ତେଣୁ କୌଣସି ଗୋଟିଏ ଆସନ ସ୍ଥିର…

Read More