ଶରତ ପଟ୍ଟନାୟକ ନିଜ ଛାଇକୁ ଡରନ୍ତି, ୨୦୨୪  ନିର୍ବାଚନ ନିଶ୍ଚୟ ଲଢିବି ବୋଲି କହିଲେ ଚିରଞ୍ଜୀବ

ଭୁବନେଶ୍ୱର :  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଦ ତଳେ ମାଟି ନାହିଁ। ନିଜର ଛାଇକୁ ଡରୁଥିବା ଲୋକ ଏପରି କରିଥାଆନ୍ତି ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ସୋମବାର କହିଛନ୍ତି। ଦଳରୁ ନିଲମ୍ବନ ହେବା ପରେ ପ୍ରଥମଥର ପାଇଁ ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ଏପରି ମତ ରଖିଛନ୍ତି। ଚିରଞ୍ଜୀବ ବିଶ୍ୱାଳ କହିଥିଲେ ଯେ, ସତ କହିବା ଯଦି ପାପ ସେ ପାପ ମୁଁ ବାରମ୍ବାର କରିବି। ପ୍ରତି ପଞ୍ଚାୟତରେ ମାତ୍ର ଶହେ ରୁ ଦେଢଶହ…

Read More

କାହିଁକି ସୁରଙ୍କ ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ.. ମୋକ୍କିମ୍,ଚିରଞ୍ଜୀବ ଉପରେ କାହିଁକି ନିଲମ୍ବନ…ଜାଣନ୍ତୁ…

ଭୁବନେଶ୍ୱର : ଦଳର ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବିଜେଡି ଓ ବିଜେପିକୁ ସମ୍ମୁଖିନ ହେବାକୁ ସାଧାନ ନାହିଁ। ମାତ୍ର ଏହି ପରିସ୍ଥିତିରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଏଆଇସିସି ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କଂଗ୍ରେସ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ କଟକ-ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକ୍କିମ ଏବଂ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ହେଲେ ସମାନ ପ୍ରସଙ୍ଗରେ ସୁର ରାଉତରାୟଙ୍କ ଦେହରେ…

Read More