
ଆପଣମାନେ ଡିଜିଟାଲ ମାର୍କେଟିଂ କରିବାକୁ ଚାହୁଁଛନ୍ତି କି ? ତେବେ ଆସନ୍ତୁ, ଡିଜିଟାଲ ମାର୍କେଟିଂ କରିବା ପୂର୍ବରୁ ଜାଣିନେବା ଏହାର କିଛି ନିୟମ ବିଷୟରେ ,,
ଭୁବନେଶ୍ବର: ଆପଣ ଯଦି ଡିଜିଟାଲ ମାର୍କେଟିଂ କରିବାକୁ ଚିନ୍ତା କରୁଛନ୍ତି ତେବେ ସର୍ବପ୍ରଥମେ ଆପଣ ନିଜର ଟାର୍ଗେଟ ଅଡିୟାନ୍ସ ଚୟନ କରିବା ଅତ୍ୟନ୍ତ ଆବଶ୍ୟକ । ସେମାନଙ୍କର କେଉଁ ଦିଗ ପ୍ରତି ଇଚ୍ଛା ରହିଛି ତାହା ଜାଣିବା ନିହାତି ଜରୁରୀ ।ସ୍ପଷ୍ଟ ଉଦେଶ୍ୟ ସ୍ଥିର କରନ୍ତୁ: ଡିଜିଟାଲ ମାର୍କେଟିଂ ସବୁବେଳେ ଏକ ସ୍ବଚ୍ଛ ଓ ସ୍ପଷ୍ଟ ନିୟମ ଉପରେ ଆଧାରିତ ହେବା ଆବଶ୍ୟକ ଅଟେ । ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବାଛିବାର ଅର୍ଥ ହେଉଛି…