ଏଣିକି ଶସ୍ତା ହେବ ପପକର୍ଣ୍ଣ , ସିନେମା ହଲରେ ଦେବାକୁ ପଡ଼ିବନି ଅଧିକ ଟଙ୍କା

ନୂଆଦିଲ୍ଲୀ : ‘ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର ୫୦ ତମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅନେକ ଜିନିଷ ଉପରେ ଟିକସ ହାର କଟାଯିବାର ମଧ୍ୟ ପ୍ରସ୍ତାବ ଦିଆଯିବ | ଏହି ବୈଠକରେ ସିନେମା ହଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଏବଂ ପାନୀୟ ଉପରେ ଜିଏସଟି ହ୍ରାସ କରାଯିବ ଏବଂ କର୍କଟ ଔଷଧ ଉପରେ ଟିକସ ଛାଡ ମଧ୍ୟ ଦିଆଯାଇପାରେ ବୋଲି ଆଶା ରଖାଯାଉଛି। ନିର୍ବାଚନୀ ବର୍ଷ ହୋଇଥିବାରୁ କେନ୍ଦ୍ର…

Read More