
କାହିଁକି ସୁରଙ୍କ ବିରୋଧରେ ହେଲାନି କାର୍ଯ୍ୟାନୁଷ୍ଠାନ.. ମୋକ୍କିମ୍,ଚିରଞ୍ଜୀବ ଉପରେ କାହିଁକି ନିଲମ୍ବନ…ଜାଣନ୍ତୁ…
ଭୁବନେଶ୍ୱର : ଦଳର ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବିଜେଡି ଓ ବିଜେପିକୁ ସମ୍ମୁଖିନ ହେବାକୁ ସାଧାନ ନାହିଁ। ମାତ୍ର ଏହି ପରିସ୍ଥିତିରେ ଓଡ଼ିଶା କଂଗ୍ରେସ ପକ୍ଷରୁ ଏଆଇସିସି ଦ୍ୱାରା ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କଂଗ୍ରେସ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ କଟକ-ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକ୍କିମ ଏବଂ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ହେଲେ ସମାନ ପ୍ରସଙ୍ଗରେ ସୁର ରାଉତରାୟଙ୍କ ଦେହରେ…