
ଓଡ଼ିଶାରୁ କାହାକୁ ମନ୍ତ୍ରୀ କରିବେ ମୋଦି, ଶାହା… ପଦ ପାଇଁ କିଏ ଲବିରେ…
ଭୁବନେଶ୍ୱର : ବିଜେପି ଶାସନରେ ନଅ ବର୍ଷ ପୂରଣ କରିଛି। ଆଉ ଶାସନକୁ ନଅ ମାସ ସମୟ ରହିଛି। ଆଗାମୀ ରଣନୀତିକୁ ଦୃଷ୍ଟିରେ ରଖି ବିଜେପି ବ୍ୟାପକ ଅଦଳବଦଳ କରିବାକୁ ଯାଉଛି। ଏହି କ୍ରମରେ ମଙ୍ଗଳବାର ଏକାଧିକ ରାଜ୍ୟର ରାଜ୍ୟ ସଭାପତି ବଦଳାଯାଇଛି। ଓଡ଼ିଶାରୁ ଜଣେ ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ବୋଲି ଜଣାପଡିଛି। ଏହି କ୍ରମରେ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯିବ ବୋଲି ଜଣାପଡିଛି। ହେଲେ କାହାକୁ କରାଯିବ, ସେ ନେଇ କଳ୍ପନାଜଳ୍ପନା ଆରମ୍ଭ…