ଏହି ନିର୍ବାଚନମଣ୍ଡଳୀରେ ଏଯାଏଁ ଜିତିନି ବିଜେଡି, ହେଲେ ଚାରି ଥର ଜିତିସାରିଲାଣି ବିଜେପି

ଭୁବନେଶ୍ୱର : ୨୦୦୦, ୨୦୦୪,୨୦୦୯,୨୦୧୪ ଏବଂ ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ଗୁଡ଼ିକରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବର୍ତ୍ତମାନ ବିଜେଡି ରାଜ୍ୟରେ ପ୍ରାୟ ଚାଳିଶି ପ୍ରତିଶତରୁ ଅଧିକ ଭୋଟ ନିଜ ଅକ୍ତିଆରରେ ରଖିଛି। ହେଲେ ରାଜ୍ୟରେ ଏମିତି କିଛି ଆସନ ରହିଛି, ଯେଉଁଠି ବିଜେଡି ଖାତା ଖୋଲିପାରିନି। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ଆସନଟି  ପଶ୍ଚିମ ଓଡ଼ିଶାରେ ରହିଛି। ଏଥିସହ ଆସନଟି ଅନୁସୂଚିତ ଜନଜାତି ପାଇଁ ଆରମ୍ଭରୁ ସଂରକ୍ଷିତ ହୋଇଛି।…

Read More

ରାଜ୍ୟ ବିଜେପିର କେଉଁ ସବୁ ପ୍ରସଙ୍ଗ ଗୌହାଟିରେ ହେଲା ଆଲୋଚନା ……

ଗୌହାଟି : ସବୁ ରାଜ୍ୟରେ ଇଡି, ସିବିଆଇ, ଆୟକର ବିଭାଗ ଜୋରଦାର ଚଢଉ ହେଉଛି। ମାତ୍ର ଓଡ଼ିଶାରେ ସେପରି କିଛି ଦେଖିବାକୁ ମିଳୁନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଶାହ ଓଡ଼ିଶା ଆସିବା ନାଁ ଧରୁନାହାନ୍ତି। ରାଜ୍ୟ ବିଜେପି ରାସ୍ତାକୁ ବାହାରିଲା ବେଳକୁ କେନ୍ଦ୍ର ବିଜେପି କଣ ନିର୍ଦ୍ଦେଶ ଦେବ ସେ ନେଇ ସ୍ପଷ୍ଟତା ଆସୁନି। ଗୋଟିଏ ସରକାର ବିରୋଧରେ ଦୁଇ ଦଶନ୍ଧିର ଶାସକ ବିରୋଧି ହାଓ୍ୱାର ରହିଛି। ଏଥିସହ ବିଜେଡିରେ ଅସନ୍ତୋଷ…

Read More