
ଗାଭାସ୍କର ନା ସଚିନ, ରୋହିତ ନା କୋହଲି କେହି କରିନାହାନ୍ତି । ଆଜି ହୋଇ ପାରେ ଏହି ରେକର୍ଡ ……
ଡୋମିନିକା : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ୱୀ ଜୟସୱାଲ ଚମତ୍କାର ବ୍ୟାଟିଂ କରୁଛନ୍ତି। ଏହା ତାଙ୍କର ଭାରତ ପାଇଁ ପ୍ରଥମ ଟେଷ୍ଟ । ଡେବ୍ୟୁରେ ଶତକ ହାସଲ କରିବାରେ ଜୟସୱାଲ ୧୭ ତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ କିର୍ତ୍ତୀମାନ ରଚିଛନ୍ତି । ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ସେ ୧୪୩ ରନ୍ ସ୍କୋର କରି ନଟଆଉଟ ରହିଥିବା ବେଳେ ଆଜି ସେ ବ୍ୟାଟିଂ କରିବାକୁ ପଡିଆକୁ ଆସିଲେ ଅନେକ ବଡ଼ ରେକର୍ଡ ତାଙ୍କ ନଜରରେ ରହିବ…