ବିଜେଡ଼ିର ଆସନ ସଂଖ୍ୟା ହ୍ରାସ ପାଉଛି, ଏହି ଟ୍ରେଣ୍ଡ ବଳବତ୍ତର ରହିଲେ କେସିଆର ହୋଇଯିବେ ନବୀନ….

ଭୁବନେଶ୍ୱର :  ବିଜେଡିର ଲୋକପ୍ରିୟତା ହ୍ରାସ ପାଉଛି। କେବଳ ଲୋକପ୍ରିୟତା ନୁହେଁ, ଭୋଟ୍ ମଧ୍ୟ ହ୍ରାସ ପାଉଛି।  ମୁଖ୍ୟ ବିରୋଧୀ ଦଳର ଭୋଟ ବଢୁଛି। ବିଦ୍ରୋହୀ ବିଜେଡି ଆଶାୟୀ ମୁଖ୍ୟ ବିରୋଧୀ ଦଳକୁ ଯିବା ପାଇଁ ସଜବାଜ ହେଲେଣି। ବର୍ତ୍ତମାନ ସମୟରେ ବିଜେଡି ଶତାଧିକ ବିଧାୟକ ରହିଛନ୍ତି। ମାତ୍ର ଏହି ସଂଖ୍ୟାରେ ଅହେତୁକ ହ୍ରାସ ଦେଖାଗଲାଣି। ଏକଥା ଓଡ଼ିଶା ପତ୍ରିକା କହୁନାହିଁ। ବିଜେଡି ଦ୍ୱାରା ନିୟୋଜିତ ହୋଇଥିବା ଏକାଧିକ ସର୍ଭେକ୍ଷଣ ସଂସ୍ଥା ଏବଂ ଜନମତ ନାମକ ଏକ…

Read More