ନବୀନଙ୍କୁ ୧୯୯୮ରେ କିପରି ଧୋକା ଦେଇଥିଲେ ବିଜୟ ମହାପାତ୍ର…ଦୁଇ ବର୍ଷ ପରେ ମଧୁର ପ୍ରତିଶୋଧ ନେଇଥିଲେ ବିଜୁ ନନ୍ଦନ….
ଭୁବନେଶ୍ୱର : ଓଡ଼ିଶାର କେତେକ ମୁଷ୍ଟିମେୟ ଗଣମାଧ୍ୟମ ଗୋଟିଏ କଥା ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଚାର କରି ଆସୁଛି। ଏହି କଥାଟି ହେଉଛି- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନର ଗୈରିକ ଦଳ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଧୋକା ଦେଇଥିଲେ। ହେଲେ ଏହା କେତେଦୂର ସତ୍ୟ , ତାହା ପଛର ଇତିହାସ ଜାଣିବା ସହ ତର୍ଜମା ହେବାର ଆବଶ୍ୟକତା ରହିଛି। ୨୦୦୦ ମସିହାରେ ବିଜେଡିରୁ ଶେଷ ମୁହୂର୍ତ୍ତରୁ ଟିକେଟ୍ ହରାଇଥିବା ବିଜୟ ଦୁଇ…