
କିଏ ମୁକେଶ ଅମ୍ବାନୀକୁ ମାରିଦେବାକୁ ଚାହୁଁଛି…..ନିଜ ପ୍ରଥମ ଚିଠିରେ ଏପରି କାହିଁକି ଲେଖିଲା ….
ମୁମ୍ବାଇ : କୋଡ଼ିଏ କୋଟି ଟଙ୍କା ଦିଅ। ଶୀଘ୍ର ଦିଅ। ନଚେତ ତୁମକୁ ମାରିଦେବୁ। ହଁ ଆଜ୍ଞା, ଏମିତି ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛନ୍ତି ଭାରତର ଅନ୍ୟତମ ଧନୀ ମୁକେଶ ଅମ୍ବାନୀ। ଗୋଟିଏ ଇ-ମେଲ୍ ମାଧ୍ୟମରେ ‘ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ହତ୍ୟା ଧମକ ଦିଆଯାଇଥିବା ମୁମ୍ବାଇ ପୁଲିସ୍ ଗଣମାଧ୍ୟମକୁ ଅବଗତ କରିଛି। ୨୦ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତିଙ୍କଦ୍ୱାରା ଶ୍ରୀ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା…