
ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଶେଷ ମ୍ୟାଚରେ ବି ବର୍ଷା ସାଜିପାରେ ଦାଉ …
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଆଜି ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। ସିରିଜ୍ ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବିନା ଟସ୍ ରେ ବାତିଲ ହୋଇଥିଲା। ଏହାପରେ ଦ୍ବିତୀୟ ମ୍ୟାଚ୍ ରେ ବର୍ଷା ହୋଇଥିଲା, ଯାହା ପରେ ଡକ୍ ଓ୍ଵାର୍ଥ ଲୁଇସ୍ ନିୟମ ଅନୁଯାୟୀ ମ୍ୟାଚ୍ ଖେଳାଯାଇଥିଲା । ଏଭଳି ସ୍ଥିତିରେ ଆଜି ହେବାକୁ ଥିବା ତୃତୀୟ ଟି-୨୦ରେ ବର୍ଷା ସମସ୍ୟା ସୃଷ୍ଟି କରିବ କି? ତେବେ…