ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସୃଷ୍ଟି ହେଲା ୬୪୨ ପିଜିଟି ପଦବୀ ,ମୋଟ ୯୦୨ଟି ପଦ ସୃଷ୍ଟି

ଭୁବନେଶ୍ୱର : ଶିକ୍ଷା ଭିତ୍ତିଭୂମି ଗୁଡିକର ରୂପାନ୍ତରଣ ପରେ ଶିକ୍ଷକ ଏବଂ ଅନ୍ୟ ପଦ ପୂରଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି କ୍ରମରେ ନୂତନ ଭାବେ ୯୦୨ଟି ପଦ ସୃଷ୍ଟି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ସୃଷ୍ଟି ହୋଇଥିବା ୯୦୨ଟି ପଦ ମଧ୍ୟରୁ ୬୪୨ଟି ପଦ ପିଜିଟି, ୨୪ଟି ଲାବ୍ରୋଟୋରୀ ଆସିଷ୍ଟାଣ୍ଟ(ପରୀକ୍ଷାଗାର ସହାୟକ), ୨୪ ଲାବ୍ରୋଟୋରୀ ଆଟେଡାଣ୍ଟ(ପରୀକ୍ଷାଗାର ପରିଚାରକ), ୧୦୬ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍(ପୁସ୍ତକାଗାର ସହାୟକ) ଏବଂ…

Read More