ବିଶ୍ୱ ବଜାରରେ ଆରମ୍ଭ ହୋଇଗଲା କି ଏ.ଆଇ ଯୁଦ୍ଧ ଆରମ୍ଭ -AI War begins

ଭୁବନେଶ୍ୱର: (ମାନସ ମଲ୍ଲିକ) – ଯାହା ଆଶଙ୍କା କରା ଯାଉଥିଲା ଠିକ୍ ସେୟା ହେଲା । ଆମ ଦେଶର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଫିସଗୁଡ଼ିକରେ Chatgpt ଆଉ DeepSeek ସମେତ ଅନ୍ୟ କେତେକ generative AIର ବ୍ୟବହାରକୁ ନିଷେଧ କରାଯାଇଛି । ଆଗକୁ ଅନ୍ୟ ସରକାରୀ ମନ୍ତ୍ରଣାଳୟରେ ହୁଏତ ନିଷେଧ କରାଯାଇପାରେ । ରୋଚକ କଥା ହେଲା ଏବେ Chatgpt ର ପ୍ରତିଷ୍ଠାତା ସାମ୍ ଅଲଟମ୍ୟାନ ଭାରତ ଗସ୍ତରେ ଆସିଛନ୍ତି ଆଉ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ…

Read More

ସାନା-ଲିସା ଆଉ ତାଙ୍କ ଭଉଣୀ..ନେଇଯିବେ ମଣିଷ ଚାକିରୀ.. ବସି ବଜେଇବ ଖଞ୍ଜଣି….

ନୂଆଦିଲ୍ଲୀ: ବୈଦ୍ୟୁତିକ ଗଣମାଧ୍ୟମରେ ସମାଜରେ ଦେଖୁଥିବା ଦର୍ଶକ ସାନା ଏବଂ ଲିସା ନାମ ସହ ବେଶ୍ ପରିଚିତ ହୋଇଯିବେଣି। ସାନା ଜାତୀୟସ୍ତରୀୟ ଜଣେ ଅଗ୍ରଣୀ ଚ୍ୟାନେଲର ଉପସ୍ଥାପିକା ଏବଂ ଲିସା ଆମ ରାଜ୍ୟ ଓଡ଼ିଶାର ସବୁଠୁ ଲୋକପ୍ରିୟ ଚ୍ୟାନେଲର ଉପସ୍ଥାପିକା। ଏମାନେ ସାଧାରଣ ଉପସ୍ଥାପିକା ନୁହଁନ୍ତି। କୃତ୍ରିମ ବୁଦ୍ଧିମତ୍ତା/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ଏହି ଦୁଇ ଉପସ୍ଥାପିକାଙ୍କୁ ସୃଷ୍ଟି କରାଯାଇଛି। ଏମାନଙ୍କୁ ଯାହା ନିର୍ଦ୍ଦେଶ ଦିଆଯିବ, ସେହି ଅନୁସାରେ ସେମାନେ କାର୍ଯ୍ୟ କରିବେ। ତେଣୁ ପୂର୍ବରୁ ଏହି…

Read More

ବନ୍ଦ ହୋଇଯିବ ଗୁଗୁଲ୍, ଆମାଜନ୍ ..କାହିଁକି ଏପରି କଥା କହିଲେ ବିଲ୍ ଗେଟ୍ସ

ଭୁବନେଶ୍ୱର : କୌଣସି ବିଷୟରେ ଜାଣିବାକୁ ଚାହିଁଲେ, ସ୍ମାର୍ଟ ଫୋନ ଜରିଆରେ କିଏ ବା ଗୁଗୁଲ ସର୍ଚ୍ଚ ନ କରେ। ହେଲେ ଏହି ଗୁରୁ ତଥା ଗୁଗୁଲ୍‌ ସର୍ଚ୍ଚ ଆଉ ଦରକାର ହେବ ନାହିଁ। ଯାହା ଆମକୁ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏପରି ଏକ ଦିନ ଆସିବ ଏହି ଗୁଗୁଲ ସର୍ଚ୍ଚ ବନ୍ଦ ହେବାକୁ ବାଧ୍ୟ ହେବ ବୋଲି ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟ୍‌ସ ଚେତାବନୀ ଦେଇଛନ୍ତି। ବିଲ୍ ଙ୍କ କହିବାନୁଯାୟୀ, ଯେଉଁଭଳି ଦ୍ରୁତ…

Read More