ବୁମ୍ ବାୟା ନ ହେବାକୁ କଂଗ୍ରେସ ବରିଷ୍ଠ ନେତାମାନଙ୍କୁ ମିଳିଲା ପରାମର୍ଶ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଏହାର ଉପକଣ୍ଠ ଅଞ୍ଚଳରେ ଗଢି ଉଠିଛି ଅନେକ କେନ୍ଦ୍ରୀୟ ସଂସ୍ଥା। ପ୍ରାୟ ସବୁ କଂଗ୍ରେସ କିମ୍ବା ଅଣ ବିଜେପି ସରକାରଙ୍କ ସମୟରେ ଏହାର ଅନୁମୋଦନ କରାଯାଇଥିଲା। ବିଜେପି ସମୟରେ ଘୋଷଣା କରାଯାଇଥିବା ସଂସ୍ଥା ୟୁପିଏ ସମୟରେ ବିକଶିତ କରାଯାଇଛି। ହେଲେ କଂଗ୍ରେସ ଏହି ସବୁ ଉପଲବ୍ଧିକୁ ଗଣମାଧ୍ୟମ କିମ୍ବା ଭୋଟରଙ୍କ ସମ୍ମୁଖକୁ ଆଣିବା ଦୂରର କଥା। ନିଜେ ଜାଣି ସଚେତନ ହୋଇପାରୁନାହାନ୍ତି। ବରଂ ମୂଳ ପ୍ରକଳ୍ପରେ ଇଟା…