ବାରବାଟୀ ପଡିଆରୁ କ୍ୟାରିୟର ଆରମ୍ଭ କରିଥିଲେ ଆକାଶ ମଘବାଲ

ଭୁବନେଶ୍ୱର : ଭାରତର ପ୍ରସିଦ୍ଧ ଅଫ୍ ସ୍ପିନର ହରଭଜନ ସିଂ ଥରେ କହିଥିଲେ ଯେ, ଟ୍ୱେଣ୍ଟିଂ ଟ୍ୱେଣ୍ଟିଂ କ୍ରିକେଟରେ ପ୍ରତିଟି ଡଟ୍ ବଲ୍ ଗୋଟିଏ ଖାଣ୍ଟି ସୁନା ଭଳି। ଏହି ଖେଳରେ ବୋଲର କେବଳ ନିଜକୁ ବ୍ୟାଟରଙ୍କ ଠାରୁ ବଞ୍ଚାଇବାର ଅଛି। ମାତ୍ର ଚେନ୍ନାଇ ଚେପକ ଭଳି ବ୍ୟାଟିଂକୁ ସୁହାଇଥିବା ପିଚରେ ମାତ୍ର 3 ଓଭର 3ଟି ବଲରେ 5 ରନ୍ ବ୍ୟୟ କରି 5 ଉଇକେଟ୍ ଦଖଲ କରିବା ନିହାତ ବଡ କଥା। ଏହି କାରନାମା…

Read More