
ନୁହନ୍ତି ଯେତେ, ଅମରଙ୍କୁ ମିଡ଼ିଆ ଭାଇ ଦେଖାନ୍ତି ସେତେ
ଭୁବନେଶ୍ୱର: (ମାନବ)-ଓଡ଼ିଶାର ଦୁର୍ଗତି ନେଇ ଯେତେ ରାଜନୈତିକ ଓ ଐତିହାସିକ କାରଣ ଥାଉ ପଛେ, ତଥାକଥିତ ମୁଖ୍ୟ ଗଣମାଧ୍ୟମର କିଛି କମ୍ ଭୂମିକା ନାହି l ବେଆଇନ୍ ଖଣି ଖନନ ହେଉ କି କୋଇଲା ଚୋରି, ଏ ଗୁଡାକ ଖବର ହୁଏନି l ହେଲେ ଯିଏ ଶାଳ ଗଛ କାଟି ଖଣି ଲୁଟେ, ପୁଣି ସିଏ ତାଳ ଗଛ ଲଗାଇ ସରକାରୀ ଅନୁଦାନ ଲୁଟ୍ କରେ l କିଛି ଦିନ ତଳେ ବ୍ଲାକ ମେଲିଙ୍ଗ ପଲିଟିକ୍ସର କଥା…