
ବନ୍ଦ ହୋଇଯିବ ଗୁଗୁଲ୍, ଆମାଜନ୍ ..କାହିଁକି ଏପରି କଥା କହିଲେ ବିଲ୍ ଗେଟ୍ସ
ଭୁବନେଶ୍ୱର : କୌଣସି ବିଷୟରେ ଜାଣିବାକୁ ଚାହିଁଲେ, ସ୍ମାର୍ଟ ଫୋନ ଜରିଆରେ କିଏ ବା ଗୁଗୁଲ ସର୍ଚ୍ଚ ନ କରେ। ହେଲେ ଏହି ଗୁରୁ ତଥା ଗୁଗୁଲ୍ ସର୍ଚ୍ଚ ଆଉ ଦରକାର ହେବ ନାହିଁ। ଯାହା ଆମକୁ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ଏପରି ଏକ ଦିନ ଆସିବ ଏହି ଗୁଗୁଲ ସର୍ଚ୍ଚ ବନ୍ଦ ହେବାକୁ ବାଧ୍ୟ ହେବ ବୋଲି ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି। ବିଲ୍ ଙ୍କ କହିବାନୁଯାୟୀ, ଯେଉଁଭଳି ଦ୍ରୁତ…