ଅନେକ ଆମେରିକୀୟ ଉତ୍ପାଦ ଉପରେ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କଲା ଚୀନ୍, ଏବେ କଣ କରିବେ ଟ୍ରମ୍ପ ?

Us china trade war: ଚୀନ୍ ଅନେକ ଆମେରିକୀୟ ଉତ୍ପାଦ ଉପରେ ୧୦ ରୁ ୧୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛି। ଏହି ଶୁଳ୍କ ମାର୍ଚ୍ଚ ୧୦ ତାରିଖରୁ କାର୍ଯ୍ୟକାରୀ ହେବ। ଚୀନ୍ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଶୁଳ୍କଗୁଡ଼ିକ ଚିକେନ୍, ଗହମ, ମକା ଏବଂ କପା ସମେତ ପ୍ରମୁଖ ଆମେରିକୀୟ ରପ୍ତାନି ଉପରେ ଲଗୁ ହେବ। ଏହି ନିଷ୍ପତ୍ତି ବିଶ୍ୱର ଦୁଇ ବୃହତ୍ ଅର୍ଥନୀତି ମଧ୍ୟରେ ଚାଲିଥିବା ବାଣିଜ୍ୟ…

Read More

ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କେମିତି ବିଶ୍ୱ ରାଜନୀତି ରଙ୍ଗମଞ୍ଚରେ ଆମେରିକା କିପରି ବୃଦ୍ଧି କରିଥିଲା ଶକ୍ତି…

ନୂଆଦିଲ୍ଲୀ : (ବିଜୟ ସାହୁ)- ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱରେ ସମାଜତାନ୍ତ୍ରିକ ଆର୍ଥିକ ବ୍ୟବସ୍ଥା ପ୍ରତିଷ୍ଠା ସମ୍ଭାବନା ସର୍ବାଧିକ ଥିଲା । କିନ୍ତୁ ପୁଞ୍ଜିବାଦୀ-ସାମ୍ରାଜ୍ୟ ବାଦୀ ବ୍ୟବସ୍ଥା ହିଁ ଶେଷରେ ନିଜର କାୟା ବିସ୍ତାର କଲା । ପୁଞ୍ଜିବାଦର ଏହି କାୟା ବିସ୍ତାର ପାଇଁ ପ୍ରାୟ 8 ଦଶନ୍ଧି ଲାଗିଗଲା । ସୋଭିଏତ କମ୍ୟୁନିଷ୍ଟ ପାର୍ଟିର 1948, ଫେବୃୟାରୀ ପଲିଟିବ୍ୟୁରୋ ଅଧିବେଶନରେ କମ୍ରେଡ଼ ମୋଲତଭ ସେତେବେଳର ଆନ୍ତର୍ଜାତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରତିବେଦନ ରଖିଥିଲେ ।ଏହି…

Read More

ଜିତିଗଲେ ଟ୍ରମ୍ପ, ଆହୁରି ମାଲାମାଲ ହୋଇ ଯିବେ କି ଆଦାନୀ…..

ଭୁବନେଶ୍ୱର : (ବିଜୟ ସାହୁ)  — ଏହି ବିଷୟଟି ବୁଝିବାକୁ ହେଲେ ପ୍ରଥମେ ଆମେରିକା ରାଜନୈତିକ ଅର୍ଥନୀତି ଓ ଏହାର ରାଷ୍ଟ୍ରପତିଙ୍କୁ ବୁଝିବାକୁ ହେବ ।  ଆମେ ସମସ୍ତେ ଜାଣିଲେ ଟ୍ରମ୍ପ ସୁପ୍ରିମକୋର୍ଟ ଉପରେ ରାଜନୈତିକ ଚାପ ପକେଇ ଭ୍ରଷ୍ଟାଚାରରେ ଦୋଷୀ ବୋଲି ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ଦୋଷ ଘୋଷଣା ହେଲେ । ବର୍ତ୍ତମାନ 20 ଜାନୁଆରୀ ପରେ Make America Great America ( MAGA ) ନୀତି ଉପରେ କାର୍ଯ୍ୟ କରିବେ ।…

Read More

ଡେମୋକ୍ରାଟ କେବଳ ପରାଜିତ ନୁହଁନ୍ତି ବିଲୁପ୍ତି ପଥରେ ଐତିହାସିକ ପଦକ୍ଷେପ

ନୂଆଦିଲ୍ଲୀ: (ବିଜୟ ସାହୁ)-2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭାରତବାସୀଙ୍କ ପାଇଁ ” ବେଗାନୀ ଶାଦୀ ମେଁ ଅବ୍ଦୁଲ୍ଲା ଦୀବାନା ” କି ?କିନ୍ତୁ ସରକାରୀ ଭାବରେ ଫଳାଫଳ ଘୋଷଣା ଓ ସରକାରୀ ଭାବରେ ହ୍ଵାଇଟ ହାଉସକୁ ପ୍ରବେଶ ପୂର୍ବରୁ ଡୋନାଲଡ଼ ଟ୍ରମ୍ଫଙ୍କୁ ବିଜୟ ବାର୍ତା ପଠାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଭାରତବାସୀ ଦୀବନା !“ଗଣତନ୍ତ୍ରର ଜନନୀ ଭାରତ ” ଗଣତନ୍ତ୍ରର ଅଧିବକ୍ତା ଆମେରିକାର ଗଣତନ୍ତ୍ର ହତ୍ୟାର ମହାନ ପର୍ବରେ ଢୋଲ ବାଦକ ହେଇଛନ୍ତି । 2024 ବିଶ୍ଵ…

Read More

ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ଼ ସମର୍ଥନ କରି କୋଟି କୋଟି ଟଙ୍କା ଲାଭ କଲେ ଏଲୋନ୍ ମସ୍କ

ଆମେରିକା: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଏଲୋନ୍ ମସ୍କଙ୍କ ନାମ ପ୍ରଥମ ଭାଷଣରେ ଉଲ୍ଲେଖ କରିଛନ୍ତି। ତାଙ୍କର ସମର୍ଥନ ପାଇଁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ନିର୍ବାଚନରେ ଟେସଲା, ସ୍ପେସ୍ ଏକ୍ସ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ର ମାଲିକ ଏଲୋନ୍ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ଼ ସମର୍ଥନ କରିଥିଲେ। X ରେ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ତାଙ୍କର ପୋଷ୍ଟଗୁଡିକ ଭାଇରାଲ ହୋଇଥିଲା। ବର୍ତ୍ତମାନ ଏଥିପାଇଁ ତାଙ୍କୁ ଅତୁଳନୀୟ ପୁରସ୍କାର…

Read More