
ନିଜ ପ୍ରିୟ ସାଙ୍ଗଙ୍କୁ ଦେଇପାରିବେନି ପାସ୍ୱାର୍ଡ
ନୂଆଦିଲ୍ଲୀ : ଥରେ ମନେ ପକାନ୍ତୁ ପ୍ରାୟ ଦୁଇ କିମ୍ବା ଅଢେଇ ବର୍ଷ ତଳର କଥା। କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ଚଳଚ୍ଚିତ୍ର ଏବଂ ଓ୍ୱେବ ସିରିଜ୍ ଦେଖା। ଗୋଟିଏ ସାଙ୍ଗ ସବସ୍କ୍ରିନସନ୍ ନେଇଥିଲେ। ଏକାଧିକ ସାଙ୍ଗ ସେହି ସବସ୍କ୍ରିନସନ୍ ନେଇ ସିନେମା ଓ ସିରିଜ୍ ଦେଖିଥାଆନ୍ତି। ମାତ୍ର ଏବେ ଆଉ ସେମିତି ହୋଇପାରିବ ନାହିଁ। ଭାରତରେ ଆଜିଠାରୁ ପାସ୍ୱାର୍ଡ ସେୟାରିଂ ଉପରେ ରୋକ ଲଗାଯାଇଛି। ଏବେ ଭାରତୀୟ ନେଟ୍ରଫ୍ଲିକ୍ସ ୟୁଜର ସେମାନଙ୍କ ପ୍ରିୟ…