‘ଆନିମଲ’ ଫିଲ୍ମର ଓଟିଟି ରିଲିଜ କେବେ ଓ କେଉଁଥିରେ ହେବ ଜାଣନ୍ତୁ …

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ସାରା ବିଶ୍ୱରେ ଚହଳ ସୃଷ୍ଟି କରୁଛି । ଫିଲ୍ମକୁ ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ମିଳୁଛି । ଫିଲ୍ମରେ ରଣବୀର କପୁରଙ୍କ ଦମଦାର ଅଭିନୟ ଲୋକଙ୍କ ହୋସ ଉଡାଇ ଦେଇଛି । ତେବେ ଫିଲ୍ମର ଓଟିଟି ରିଲିଜକୁ ମଧ୍ୟ ଅନେକ ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଇତିମଧ୍ୟରେ ଆନିମଲର ଓଟିଟି ରିଲିଜ୍କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ତେବେ ଆପଣ ସମସ୍ତେ ଜାଣିଥିବେ ଯେ ‘ଆନିମଲ’…

Read More

ରଣବୀରଙ୍କ ‘ଆନିମଲ ‘ ଫିଲ୍ମ ଏହି ସୁପରଷ୍ଟାରଙ୍କ ଚଳଚ୍ଚିତ୍ରକୁ ପଛରେ ପକାଇଲା …

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଫିଲ୍ମଟି ଓପନିଂ ଡେ’ରୁ ବକ୍ସ ଅଫିସରେ ଭଲ ରେସପନ୍ସ ପାଉଛି । ଏହା ସହିତ ଏହି ଫିଲ୍ମ ଅନେକ ବ୍ଲକବଷ୍ଟର ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିବାରେ ଲାଗିଛି । ଏପରିକି ରିଲିଜ୍ ର ତୃତୀୟ ଦିନରେ ଶାହରୁଖ ଖାନଙ୍କ ମେଗା ବ୍ଲକବଷ୍ଟର ଫିଲ୍ମ ‘ପଠାନ’ର ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି । ‘ଆନିମଲ’ ବକ୍ସ ଅଫିସରେ ଧମାଲ ମଚାଇଛି । ରଣବୀର କପୁର ଏବଂ…

Read More

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ ଅନଲାଇନରେ ହେଲା ଲିକ୍ …

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ ଡିସେମ୍ବର ୧ ତାରିଖ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ଆରମ୍ଭ ଦିନରେ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଥିଲା ଏବଂ ଏହା ସହିତ ରିଲିଜର ପ୍ରଥମ ଦିନରେ ଏହା ବମ୍ପର କଲେକ୍ସନ ମଧ୍ୟ କରିଥିଲା ।ଏହି ଖୁସି ଭିତରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଲାଗଛି ଜୋରଦାର ଝଟକା । ରିଲିଜ୍ ହେବାର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ…

Read More