ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳକୁ ଫେରିବେକି ଏହି ଦୁଇ ବରିଷ୍ଠ ଖେଳାଳି…

ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବ। ଏଠାରେ ସେମାନଙ୍କୁ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନଙ୍କୁ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପରିସ୍ଥିତି ସହ ସମ୍ପୂର୍ଣ୍ଣ ରୂପେ ଖାପ ଖୁଆଇବା ପାଇଁ ୩ଟି, ୪ ଦିନିଆ ଅଭ୍ୟାସ…

Read More