
୫୮ତମ କ୍ରିକେଟର ଭାବେ ସାମିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର : ଜାଣନ୍ତୁ ପ୍ରଥମେ କାହାକୁ ମିଳିଥିଲା ଏହି ପୁରସ୍କାର …
ଭାରତୀୟ କ୍ରିକେଟର ମହମ୍ମଦ ସାମି ୫୮ତମ କ୍ରିକେଟର ଭାବେ ଅର୍ଜୁନ ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଆଜି (ଜାନୁଆରୀ ୯) ତାଙ୍କୁ ଖେଳର ଏହି ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। କ୍ରିକେଟ ଦୁନିଆରେ ସଲିମ୍ ଦୁରାନୀ ଙ୍କୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ମିଳିଥିଲା । ଶେଷ ଥର ପାଇଁ ଶିଖର ଧାୱନ ଏହି ପୁରସ୍କାର ପାଇଥିଲେ। ୨୦୨୧ରେ ଶିଖରଙ୍କୁ ଏହି ସମ୍ମାନ…