Asia cup 2023 ; ଏସିଆ କପରେ ପରିବର୍ତ୍ତନ ହେବ ନାହିଁ ସ୍ଥାନ; ପାକିସ୍ତାନକୁ ଜବାବ୍ ଦେଲେ ଜୟ ଶାହା

ଏସିଆ କପ୍ ସହିତ ଜଡିତ ବଡ ଖବର ଆଗକୁ ଆସିଛି | ବାସ୍ତବରେ ଏସିଆ କପ୍ ସୁପର- ୪ ରାଉଣ୍ଡର ସ୍ଥାନରେ କୌଣସି ପରିବର୍ତ୍ତନ ହେବ ନାହିଁ | ଶ୍ରୀଲଙ୍କାରେ ଭାରତୀୟ ଦଳର ସବୁ ସୁପର-୪ ରାଉଣ୍ଡର ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କାରେ ଲଗାତାର ବର୍ଷା ହେତୁ ସୁପର-୪ ରାଉଣ୍ଡର ସ୍ଥାନ ପରିବର୍ତ୍ତନ ହେବ ବୋଲି ଖବର ପ୍ରକାଶ ପାଇଥିଲା । ଶ୍ରୀଲଙ୍କା ପରିବର୍ତ୍ତେ ପାକିସ୍ତାନ ଭେନ୍ୟୁରେ ଏସିଆ କପ୍ ସୁପର-୪ ରାଉଣ୍ଡ ମ୍ୟାଚ୍ ଖେଳାଯିବାର ଯୋଜନା ରହିଥିଲା,…

Read More

Asia Cup ; କିଏ ଏହି ଦଳ ଯିଏ ସର୍ବାଧିକ ଥର ଏସିଆ କପ୍ ଜିତିବାର ରେକର୍ଡ ନିଜ ନାମରେ କରିଛି …

ଆଜି ପାକିସ୍ତାନର ମୁଲତାନରେ କ୍ରୀରେଟ ଷ୍ଟାଡିୟମରେ ଏସିଆ କପ୍ ୨୦୨୩ର ପାକିସ୍ତାନ ଓ ନେପାଳ ମଧ୍ୟରେ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଛି । ସେହିପରି ସେପ୍ଟମ୍ବର ୨ ତାରିଖରେ ପାକିସ୍ତାନ ବିରୁଦ୍ଧରେ ଭାରତ ପ୍ରତିଯୋଗିତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କିଏ କେତେ ଥର ଏହି ଟାଇଟେଲ ନିଜ ନାମରେ କରିଛି । ଏସିଆ କପ ପ୍ରଥମେ ୧୯୮୪ (ୟୁଏଇ)ରେ…

Read More

Asia cup 2023 ; ଏସିଆ କପ୍ ମାଗଣାରେ ଦେଖିବାକୁ ଚାହୁଁଛନ୍ତି ? ତାହାଲେ ପଢନ୍ତୁ ଏହି ରିପୋର୍ଟ ….

ଭୁବନେଶ୍ବର ; ଏସିଆ କପ୍ ୨୦୨୩ରେ ଭାରତ ପାକିସ୍ଥାନ ମ୍ୟାଚକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ହାଇବ୍ରିଡ ମଡେଲରେ ଖେଳାଯିବ । ପାକିସ୍ଥାନରେ ୪ଟି ମ୍ୟାଚ୍ ଅନୁଷ୍ଟିତ ହେବାକୁ ଥିବାବେଳେ ଫାଇନାଲ ସମେତ ଅନ୍ୟ ୯ଟି ମ୍ୟାଚ ଶ୍ରୀଲଙ୍କରେ ଖେଳାଯିବ । ପ୍ରଥମ ମ୍ୟାଚ୍ ୩୦ ଅଗଷ୍ଟ ବା ଆସନ୍ତାକାଲି ପାକିସ୍ଥାନ ଓ ନେପାଳ ବିପକ୍ଷରେ ଖେଳାଯିବାକୁ ଥିବାବେଳେ ଫାଇନାଲ ମ୍ୟାଚ୍ ୧୭ ସେଫ୍ଟମ୍ବରରେ ଖେଳାଯିବ…

Read More

Asia cup 2023; କଣ ରହିଛି ଏସିଆ କପରେ ଭାରତୀୟ ଦଳର ସ୍ଥିତି ଆସନ୍ତୁ ଜାଣିବା …

ଏସିଆ କପ ୨୦୨୩ରେ ୧୬ ତମ ସଂସ୍କରଣ ଅଗଷ୍ଟ 30 ତାରିଖରେ ପାକିସ୍ତାନରେ ଆରମ୍ଭ ହେବାକୁ ଯାଉଛି । ତେବେ ଏନେଇ ସବୁ ଦଳ ମାନଙ୍କର ପ୍ତସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଁଚିଛି । ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ସେପ୍ଟେମ୍ବର ୨ର ମ୍ୟାଚ୍ ଉପରେ ସବୁ ଖେଳ ପ୍ରେମୀଙ୍କ ନଜର ରହିଛି । ପ୍ରାୟ ସବୁ ଦଳ ମଧ୍ୟ ସେମାନଙ୍କର ୧୭ ଜଣିଆ ଦଳ ଘୋଷଣା କରିସାରିଛନ୍ତି । ତେବେ ଆସନ୍ତୁ ଆଜି ନଜର ପାକାଇବା…

Read More

ଦିନିକିଆ ଏସିଆ କପରେ ସର୍ବାଧିକ ରନ୍ କରିଥିବା ୫ଜଣ ଶ୍ରେଷ୍ଠ ଖେଳାଳି । ଯେଉଁଥିରେ ସାମିଲ୍ ଅଛନ୍ତି ଏହି ୨ ଭାରତୀୟ …

ଏସିଆ କପ ୨୦୨୩ ଅଗଷ୍ଟ ୩୦ରେ ଆରମ୍ଭ ହେବାକୁ ଯାଉଛି । ଏଥର ଏହି ପ୍ରତିଯୋଗୀତା ଦିନିକିଆ ପର୍ମାଟରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଦିନିକିଆ ଫର୍ମାଟରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଟ ୫ ଖେଳାଳି କିଏ ।

Read More

Asia cup 2023; ସ୍ପିନ୍ ବିଭାଗ ଭାରତ ପାଇଁ ହୋଇପାରେ ମୁଣ୍ଡ ବିନ୍ଧାର କାରଣ କେମିତି ଜାଣନ୍ତୁ…

ଭୁବନେଶ୍ଵର; ଏସିଆ କପ୍ ୨୦୨୩ ପାଇଁ ଭାରତ ପକ୍ଷରୁ ଗତକାଲି ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟିମରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ପରି ଖେଳାଳିଙ୍କର ଦଳ ବାହୁଡା ହୋଇଥିବା ବେଳେ ଅନ୍ୟପକ୍ଷରେ କିଛି ଆଶାୟୀ ଖେଳାଳିଙ୍କୁ ଦଳରେ ସ୍ଥାନ ନମିଳିବାରୁ ସେମାନେ ନିରାଷ ହୋଇଛନ୍ତି । ସେହିପରି ଯଦି ଦଳର ସ୍ପିନ ବିଭାଗ ଉପରେ ନଜର ପକାଇବା ତେବେ କୁଲଦୀପ ଜାଦବଙ୍କୁ…

Read More

ଏହି ଦିନ ହେବ ଏସିଆ କପରେ ଇଂଣ୍ଡିଆ – ପାକିସ୍ତାନ ମହାମୁକାବିଲା ଜାଣନ୍ତୁ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ । ତେବେ ଖେଳସୂଚୀ ଅନୁସାରେ ଏଥର ଆୟୋଜକ ପାକିସ୍ଥାନ ୩୦ ଅଗଷ୍ଟରେ ଏସିଆ କପର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ । ଏପରି ପରିସ୍ଥିତିରେ ଯଦି ଭାରତ ଓ ପାକିସ୍ଥାନ ଭଲ ପ୍ରଦର୍ଶନ କରନ୍ତି ତେବେ ପୁଣି ୧୦ତାରିଖରେ ଏହି ଚିର ପ୍ରତିଦ୍ବନ୍ଦିଙ୍କୁ ସାମ୍ନାସାମ୍ନି ହେବାର ଦେଖିବାକୁ ମିଳିବ । ଏନେଇ କ୍ରିକ୍ଇନଫୋ ୱେବ୍ ସାଇଟରୁ ଏହି ସୂଚନା ମିଳିଛି…

Read More