ଭୁଲି ଗଲେ କି ମୁଖ୍ୟମନ୍ତ୍ରୀ । ସାମାଜିକ ଓ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ କେବେ ସାର୍ବଜନୀନ କରିବେ !!!

ଭୁବନେଶ୍ୱର : ବିଜୁ ଜନତା ଦଳ। ଓଡ଼ିଶାବାସୀଙ୍କ ବଳ। ସାଢେ ଚାରି କୋଟି ଓଡ଼ିଆ ମୋ ପରିବାର। ମୁଁ ସେମାନଙ୍କୁ ବହୁତ ଭଲ ପାଏ। ଏହି ସବୁ କେତୋଟି ବାକ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କହିଥାଆନ୍ତି। ହେଲେ ସେହି ପରିବାର ଅଧା ଲୋକଙ୍କ କଥା ନବୀନ ପଟ୍ଟନାୟକ, ତାଙ୍କ ନେତୃତ୍ୱାଧିନ ଓଡ଼ିଶା ସରକାର ଭୁଲି ଯାଇଛନ୍ତି। କରୋନା ଆରମ୍ଭ ହେବା ସମୟରେ ବିଧାନସଭାରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ଗୃହୀତ କରାଗଲା। ଏହି ସଂକଳ୍ପ…

Read More