ବାହାନାଗା ରେଳ ଦୁର୍ଘଟଣା , ଆରମ୍ଭ ହେଲା ସିବିଆଇ ତଦନ୍ତ
ଭୁବନେଶ୍ୱର: ଗତ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ନିକଟସ୍ଥ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଆକସ୍ମିକ ଥିଲା ନା ଅପରାଧିକ ଷଡ଼ଯନ୍ତ୍ର ଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଭାରତର ପ୍ରିମିୟମ୍ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇ ଏହାର ତଦନ୍ତ କରୁଛି। ଏହି କ୍ରମରେ ସୋମବାର ଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିଲ୍ଲୀରୁ ଆସିଥିବା ୧୦ ଜଣିଆ ଟିମ୍ ମଙ୍ଗଳବାର ଦୁର୍ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିସାରିଛି। ସିବିଆଇର ଜଣେ ଆଇଜି ପାହ୍ୟାର ଅଧିକାରୀ ମାମଲାର ତଦନ୍ତ କରୁଛନ୍ତିା…