
ବାହାରିଲା ବ୍ୟାଙ୍କ୍ ଚାକିରୀ, ନିଯୁକ୍ତି ପାଇବେ ୪୦୦୦ରୁ ଉର୍ଦ୍ଧ୍ୱ ଯୁବକଯୁବତୀ
ଦିନକୁ ଦିନ ଭାରତରେ ବ୍ୟାଙ୍କ୍ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ୍ ଶାଖା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଦେଶର ବିଭିନ୍ନ ଭାରତର ବ୍ୟାଙ୍କିଂ କିରାଣ ପଦ ଖୋଲି ହେବାକୁ ଯାଉଛି। ଏହି ପଦ ପୂରଣ ପାଇଁ ନୂତନ ନିଯୁକ୍ତି ସଂକ୍ରାନ୍ତୀୟ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ପ୍ରାୟ ୪୦୪୫ଟି ପଦ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ନିକଟରେ ବିଜ୍ଞପ୍ତି…