
ପାଣ୍ଡିଆନଙ୍କୁ ପ୍ରଶଂସା କରିବାରେ କୌଣସି ସୁଯୋଗ ହାତଛଡା କଲେନି ବିଜେପି ଏମପି ବସନ୍ତ ପଣ୍ଡା
ଭୁବନେଶ୍ୱର :ଶ୍ରଦ୍ଧା, ସଦିଚ୍ଛା, ସହଯୋଗ, ସମର୍ଥନ ଏବଂ ଆଶୀର୍ବାଦ କାମନା କରୁଛି। ନବୀନ ଓଡ଼ିଶା ତଥା ଫାଇବ-ଟିର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଉଛି। ତାଙ୍କ ପ୍ରଚେଷ୍ଟାରେ କଳାହାଣ୍ଡିର ବହୁତ ବିକାଶ ହୋଇଛି। ଏକଥା କଳାହାଣ୍ଡି ବିଜେଡିର କୌଣସି ନେତା କହି ନାହାନ୍ତି। ଏକଥା କହିଛନ୍ତି ଗତ ସାଧାରଣ ନିର୍ବାଚନ ସମୟରେ ବିଜେପିର ସଭାପତି ରହିଥିବା ବସନ୍ତ ପଣ୍ଡା। ତାହା ପୁଣି ଲକ୍ଷ ଲକ୍ଷ କଳାହାଣ୍ଡିବାସୀଙ୍କ ସମ୍ମୁଖରେ , ଯାହାକୁ ନେଇ ପଶ୍ଚିମ ଓଡ଼ିଶା ବିଜେପି ରାଜନୀତିରେ…