ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଭାରତୀୟ ଦଳ ପାଇଁ ଟଙ୍କାର ଭଣ୍ଡାର ଖୋଲିଲା ବିସିସିଆଇ

ଭାରତୀୟ କ୍ରିକେଟ୍ ଦଳ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲା। ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି। ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ଟିମ୍ ଇଣ୍ଡିଆ ପାଇଁ ଟଙ୍କାର ଭଣ୍ଡାର ଖୋଲି ଦେଇଛି। ବିସିସିଆଇ ଦଳ ପାଇଁ ନଗଦ ପୁରସ୍କାର ଘୋଷଣା କରିଛି। ଏହି ରାଶି ଖେଳାଳିମାନଙ୍କ ସହିତ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ମଧ୍ୟ ଦିଆଯିବ। ଗୁରୁବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ଏହି ସୂଚନା…

Read More

ପୁଣି ଅପମାନିତ ପାକିସ୍ତାନ, ଆୟୋଜକ ଦେଶଠାରୁ ଚାମ୍ପିଅନ୍ସ ଟ୍ରଫି ଛଡ଼ାଇ ନେଲା ଭାରତ ଓ ବିସିସିଆଇ…

ଦୁବାଇ:ଅପମାନିତ ହେବା ପାକିସ୍ତାନ ପାଇଁ କିଛି ନୂଆ କଥା ନୁହେଁ। ଏବେ କ୍ରିକେଟ୍ ପଡ଼ିଆରେ ମଧ୍ୟ ସମାନ ଘଟଣା ଘଟିଵାକୁ ଯାଉଛି ବହୁତ କଷ୍ଟରେ, ପ୍ରାୟ ୨୯ ବର୍ଷ ପରେ, ପାକିସ୍ତାନକୁ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା ।  କ୍ରିକେଟ ଜଗତର ସବୁଠାରୁ ବଡ଼ ମ୍ୟାଚ୍, ଭାରତ ବନାମ ପାକିସ୍ତାନ, ଦୁବାଇରେ ଖେଳାଯାଇଥିଲା ଏବଂ ଏହା ପରେ, ସବୁଠାରୁ ବଡ଼ ମ୍ୟାଚ୍, ଭାରତ ବନାମ ଅଷ୍ଟ୍ରେଲିଆ, ମଧ୍ୟ ପାକିସ୍ତାନରେ ଅନୁଷ୍ଠିତ ହୋଇପାରିଲା ନାହିଁ।…

Read More

ମୁହାଁମୁହିଁ ହେବେ Virat Kohli – Rohit Sharma….ଘରୋଇ କ୍ରିକେଟ ଖେଳିବେ….

ନୂଆଦିଲ୍ଲୀ: ଜାନୁଆରୀ ୩୦ ରୁ ଫେବୃଆରୀ ୨ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରେଲୱେ ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବେ ବିରାଟ କୋହଲି । ଶେଷ ଥର ପାଇଁ କୋହଲି ପ୍ରଥମ ଶ୍ରେଣୀ ପ୍ରତିଯୋଗିତାରେ ୨୦୧୨ ନଭେମ୍ବରରେ ଉତ୍ତର ପ୍ରଦେଶ ବିପକ୍ଷରେ ଗାଜିଆବାଦରେ ଖେଳିଥିଲେ।ତେବେ ଏନେଇ ଦିଲ୍ଲୀ କ୍ରିକେଟର ସଭାପତି ରୋହନ ଜେଠଲି ସୂଚନା ଦେଇଛନ୍ତି । ବିସିସିଆଇର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜାତୀୟ ଚୟନ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଖେଳାଳିମାନଙ୍କୁ…

Read More

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା:ରୋହିତ କ୍ୟାପଟେନ, ଦଳରୁ ବାହାରିଲେ ସିରାଜ

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କଲା ଭାରତ। ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି (ବିସିସିଆଇ)। ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ଭଳି ରୋହିତ ଶର୍ମାଙ୍କୁ ଅଧିନାୟକ ରଖାଯାଇଛି। ସେହିପରି ଏହି ଦଳରେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ ପଦ ମିଳିଚି। ବିସିସିଆଇର ଚୟନ କମିଟି ଦ୍ୱାରା ଘୋଷିତ ଦଳରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବଙ୍କୁ…

Read More

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ କେଦାର ଯାଦବ…

ଗୋଟିଏ ପଟେ ଟି-୨୦ବିଶ୍ବକପ ଚାଲିଥିବା ବେଳେ ଭାରତୀୟ ଦଳ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଯାଉଛି । ଏହାରି ଭିତରେ ଭାରତୀୟ କ୍ରିକେଟ୍ ପାଇଁ ଏକ ବଡ ଖବର ଆସୁଛି। ଜାଣିବାକୁ ମିଳିଛି ଯେ ଭାରତୀୟ ଦଳ ପାଇଁ କ୍ରିକେଟ୍ ଖେଳିଥିବା ଏବଂ ଆଇପିଏଲରେ ଅନେକ ଦଳର ଅଂଶ ରହିଥିବା କେଦାର ଯାଦବ ଅବସର ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର…

Read More

ଚାମ୍ପିଅନ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତ? ଜାଣନ୍ତୁ…

୨୦୨୫  ଫେବ୍ରୁଆରି – ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତ କରିପାରେ ବୋଲି ଜଣାପଡ଼ିଛି। କିନ୍ତୁ ବିନା ସରକାରୀ ଅନୁମତିରେ ଭାରତ ପାକିସ୍ତାନକୁ ଖେଳିବା ପାଇଁ ଯାଇପାରିବନି ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି। ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ୨୦୦୮ ଏସିଆ‌ କପ୍‌ ପରଠୁ ପାକିସ୍ତାନରେ ଭାରତ କୌଣସି କ୍ରିକେଟ୍‌…

Read More

ଟି-୨୦ ବିଶ୍ବକପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ ଜାଣନ୍ତୁ କହାକୁ ମିଳିଛି ସ୍ଥାନ ଆଉ କିଏ ପଡ଼ିଛି ବାଦ୍ …

ରୋହିତ ଶର୍ମା  (ଅଧିନାୟକ) , ବିରାଟ କୋହଲି, ଜୟସୱାଲ, ସୂର୍ଯ୍ୟ କୁମାର ଯାଦବ , ରିଶଭ ପନ୍ତ (ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଶିଭମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂହ , ଜସ୍ପ୍ରିତ ବୁମରା ଏବଂ ମହମ୍ମଦ ସିରାଜ ସେହିପରି ରିଜର୍ଭ ଖେଳାଳି ଭାବେ ରିଙ୍କୁ ସିଂ , ଶୁଭମନ ଗିଲ ,ଖଲିଲ୍ ଅହମ୍ମଦ ଓ ଆବେଶ ଖାନଙ୍କୁ…

Read More

ପାଣ୍ଡ୍ୟାଙ୍କୁ ଘାରିଛି ପଇସା ନିଶା, ଦେଶ ବଦଳରେ ଆଇପିଏଲକୁ ଦେଉଛନ୍ତି ଅଧିକ ଗୁରୁତ୍ବ

ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଉଥିବା ୧୦ଟି  ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି। ଇତିମଧ୍ୟରେ ୫ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସୁସ୍ଥ ହୋଇ ଆଇପିଏଲ ଖେଳିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି କୁହାଯାଉଛି।ହାର୍ଦ୍ଦିକ ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ସ୍ବାସ୍ଥ୍ୟଗତ କାରଣରୁ ଦୂରରେ ଥିଲେ। ୨୦୨୩ ଦିନିକିଆ ବିଶ୍ୱକପ…

Read More

ଚାମ୍ପିୟନ ଟ୍ରଫି ଖେଳିବାକୁ ଯିବ କି ପାକିସ୍ତାନ, ନା ପୁଣି ହାଇବ୍ରିଡ ମଡେଲରେ ଖେଳିବ ଭାରତ…

ଆଇସିସିର ଦ୍ୱିତୀୟ ବୃହତ୍ତମ ଟୁର୍ନାମେଣ୍ଟ  ଚାମ୍ପିଅନ୍ସ ଟ୍ରଫି ଏକ ଦୀର୍ଘ ବ୍ୟବଧାନ ପରେ ଆସନ୍ତା ବର୍ଷ ଖେଳାଯିବ | ତେବେ ଏହାର ସ୍ଥାନ ସମ୍ପର୍କରେ ବିବାଦ ଆରମ୍ଭ ହୋଇସାରିଛି। ବାସ୍ତବରେ, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ | ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ନାହିଁ? ଏହି ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂତନ ଚେୟାରମ୍ୟାନ୍ ମୋହସିନ୍ ନାକଭି ବିସିସିଆଇ ସଚିବ…

Read More

ଇଂଲଣ୍ଡର ବାଜ୍ ବଲକୁ ଜବାବ ଦେଲା ଭାରତୀୟ ସ୍ପିନ, କୁଲଦୀପ – ଅଶ୍ଵିନୀଙ୍କ ଚମତ୍କାର ପ୍ରଦର୍ଶନ…

ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଛି। ଟସ୍ ହାରିବା ସତ୍ତେ ଟିମ୍ ଇଣ୍ଡିଆ ଆରମ୍ଭରେ ମ୍ୟାଚକୁ ନିୟନ୍ତ୍ରଣ କରିଥିଲା। ମ୍ୟାଚର ପ୍ରଥମ ଇନିଂସରେ ବାମହାତୀ ସ୍ପିନର କୁଲଦୀପ ଯାଦବ ଏବଂ ଆର ଅଶ୍ୱିନଙ୍କ ଯୋଡି ବେସବଲରେ ପ୍ରାଧାନ୍ୟ ବିସ୍ତାର କରିଥିବା ଇଂଲଣ଼୍ଡର ବ୍ୟାଟରଙ୍କୁ ସ୍ପିନର ଜାଲରେ ଫସାଇଥିଲେ । ଏହି ଦୁଇ ଖେଳାଳି ଏକାଠି ପ୍ରଥମ ଇନିଂସରେ ମୋଟ ୯ ୱିକେଟ୍ ନେଇଛନ୍ତି…

Read More