ଧରମଶାଳାରେ ଭାଙ୍ଗି ପାରେ କୋହଲିଙ୍କ ଏହି ତିନି ରେକର୍ଡ …

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମାର୍ଚ୍ଚ ୭ ରୁ ଧରମଶାଳାରେ ଖେଳାଯିବ | ଏହି ସିରିଜରେ ଭଲ ଫର୍ମରେ ଥିବା ଯଶସ୍ୱୀ ଜସୱାଲଙ୍କ ଉପରେ ଲୋକଙ୍କ ନଜର ରହିବ ଏବଂ ଜୟସୱାଲ ବିରାଟ କୋହଲିଙ୍କ ତିନୋଟି ବଡ ରେକର୍ଡ ଉପରେ ନଜର ରଖିବେ। ଏହି ସିରିଜରେ ଏପର୍ଯ୍ୟନ୍ତ ଦୁଇଥର ଶତକ ହାସଲ କରିଥିବା ଜୟସୱାଲ ଧରମଶାଲାରେ କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି । ଜୟସୱାଲ ଏପର୍ଯ୍ୟନ୍ତ ୯୩.୫୭ ରେ ସିରିଜର…

Read More

କାହିଁକି ଆଇପିଏଲ ଖେଳିବେନି କୋହଲି ଏବଂ ରୋହିତ …?

ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ତଳେ ଦ୍ବିତୀୟ ଥର ବାପା ହୋଇଛନ୍ତି । ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ପୁଅର ନାମ ବିରୁଷ୍କା, ଅକାୟ ରଖିଥିବା ସାମ୍ନାକୁ ଆସିଥିଲା। ଅନୁଷ୍କାଙ୍କର ଲଣ୍ଡନରେ ପ୍ରସବ ହୋଇଥିବା ବେଳେ ଏବେ ପୂରା ପରିବାର ସେଠାରେ ଅଛନ୍ତି। ବିରାଟ ନିଜ ପରିବାର ସହ ସମୟ ବିତାଇବା ପାଇଁ ମାସେ ହେଲାଣି କ୍ରିକେଟଠାରୁ ଦୂରରେ ରହିଛନ୍ତି।ଏବେ ଚର୍ଚ୍ଚା ହେଉଛି…

Read More

ସିରିଜ୍ ଜିତି ଏହି ରେକର୍ଡକୁ ବଜାୟ ରଖିଲା ଟିମ୍ ଇଣ୍ଡିଆ …

ଇଂଲଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରି ଚତୁର୍ଥ ଟେଷ୍ଟରେ ବାଜି ମାରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ୫ ଟି ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍ ପୂର୍ବରୁ ଜିତି ନେଇଛି ରୋହିତ ଆଣ୍ଡ କୋ । ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ । ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ…

Read More

କିଏ ଏହି ଆକାଶ ଦୀପ୍ , କେମିତି ଥିଲା ତାଙ୍କ କ୍ରିକେଟର ଯାତ୍ରା ଜାଣନ୍ତୁ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆକାଶ ଦୀପ ସିଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଏହି ମ୍ୟାଚ୍ ଆକାଶଦୀପଙ୍କ ପାଇଁ ଏକ ସ୍ୱପ୍ନର ଡେବ୍ୟୁ ଭାବେ ପ୍ରମାଣିତ ହୋଇଛି । ବଙ୍ଗଳା ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଏହି ଖେଳାଳିଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିଛି । କାର୍ଯ୍ୟଭାର…

Read More

କିଶନଙ୍କୁ ଟିମରୁ ବାହାରେ କିଏ ରଖୁଛି, ଟିମ୍ ଇଣ୍ଡିଆ ନା ଆଉ କେହି ଜାଣନ୍ତୁ…

ଭାରତୀୟ କ୍ରିକେଟ୍ ଦଳର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଦୀର୍ଘ ଦିନ ଧରି ଦଳ ବାହାରେ ରହିଛନ୍ତି। ବାସ୍ତବରେ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ବିରତି ନେଇଥିଲେ, ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳକୁ ଫେରିପାରି ନାହାଁନ୍ତି। ସେ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ କୋଚ୍ ରାହୁଲ ଦ୍ରାବିଡ ତାଙ୍କୁ କିଛି ଘରୋଇ କ୍ରିକେଟ୍ ଖେଳିବାକୁ କହିଥିଲେ।…

Read More

ପ୍ରଥମ, ଦ୍ୱିତୀୟ ପରେ ଏବେ ତୃତୀୟ ଟେଷ୍ଟରେ ନଜର ଆସିବେନି କୋହଲି…

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଫେବୃଆରୀ 15 ରୁ ରାଜକୋଟରେ ଖେଳାଯିବ |ତେବେ ଏନେଇ ଭାରତୀୟ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଖୁବ୍ ଶୀଘ୍ର ଏହି ଏହି ଟେଷ୍ଟ ପାଇଁ ଦଳ ଚୟନ କରିବ। ସମ୍ପ୍ରତି ବିରାଟ କୋହଲିଙ୍କ ବିଷୟରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ। କିନ୍ତୁ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କୋହଲି ତୃତୀୟ ଟେଷ୍ଟରେ ମଧ୍ୟ ପଡିଆରେ ନଜ ଆସିବେନି |ଏକ ଜାତୀୟ ଗଣମାଧ୍ୟମ ପ୍ରକାଶିତ…

Read More

ଦ୍ବିତୀୟ ଟେଷ୍ଟର ବିଜୟ ପରେ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ୍ ପଏଣ୍ଟ ତାଲିକାର କେଉଁ ସ୍ଥାନରେ ରହିଛି ଟିମ ଇଣ୍ଡିଆ ଜାଣନ୍ତୁ …

ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ନେଇଛି। ବିଶାଖାପାଟନମ୍ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଥିଲା, କିନ୍ତୁ ବର୍ତ୍ତମାନ ବିଜୟ ପରେ ରୋହିତ ବାହୀନି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତର ବିଜୟ ହାର ୫୨.୭୭ ହୋଇଛି। ଟିମ୍ ଇଣ୍ଡିଆ ବିଶ୍ୱ…

Read More

ଗିଲଙ୍କ ଖରାପ ପ୍ରଦର୍ଶନ ଜାରି , ଟିମ୍ ଇଣ୍ଡିଆରୁ ବାଦ୍ ପଡିବା ସୁନିଶ୍ଚିତ

ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କ ଖରାପ ଫର୍ମ ଅବ୍ୟାହତ ରହିଛି । ସେ ଇଂଲଣ୍ଡ ବିପକ୍ଷରେ ବିଶାଖାପାଟନମ୍ ଟେଷ୍ଟର ପ୍ରଥମ ଇନିଂସରେ ୩୪ ରନ୍ କରି ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଛନ୍ତି । ବାସ୍ତବରେ ପରିସଂଖ୍ୟାନ ଦର୍ଶାଉଛି ଯେ, ଶୁବମାନ ଗିଲ ଟେଷ୍ଟ ଫର୍ମାଟରେ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି। ଏହାପୂର୍ବରୁ ହାଇଦ୍ରାବାଦ ଟେଷ୍ଟରେ ଶୁଭମନ ଗିଲ ତାଙ୍କ ବ୍ୟାଟିଂକୁ ନେଇ ନିରାଶ ହୋଇଥିଲେ। ବର୍ତ୍ତମାନ ସମାଲୋଚକମାନେ ବିଶ୍ୱାସ କରୁଛନ୍ତି ଯେ ଶୁବମାନ ଗିଲ…

Read More

ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆର ପସିଲା ଚେତା , ଦ୍ୱିତୀୟ ଟେଷ୍ଟ ପାଈଁ ସରଫରାଜଙ୍କୁ ଦଳରେ କଲା ସାମିଲ୍

ବିସିସିଆଇ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ପରିଶେଷରେ ସରଫରାଜ ଖାନଙ୍କୁ ଦଳରେ ସାମିଲ କରିଛି । ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦେଖାଦେଇଛି ପରିବର୍ତ୍ତନ । ଘରୋଇ କ୍ରିକେଟରେ ଲଗାତାର ଭାବେ ଭଲ ପ୍ରଦର୍ଶନ କରୁଥିବା ସରଫରାଜ ଖାନଙ୍କ ଉପରେ ବିସିସିଆଇ ଆସ୍ଥା ପ୍ରକଟ କରିଛି । ଅନ୍ୟପଟେ ଟିମ ଇଣ୍ଡିଆକୁ ଲାଗିଛି ଝଟକା । ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ…

Read More

ଏଥର ବିରାଟ କି ରୋହିତ ନୁହେଁ , ଭାରତୀୟ ଦଳର ନୂଆ ସଂକଟ ମୋଚକ ଏହି ଖେଳାଳି …

ଚିମ ଇଣ୍ଡିଆର ହୃଦୟ ଏବଂ ସ୍ପଦନ ହେଉଛନ୍ତି ରୋହିତ ଏବଂ ବିରାଟ କୋହଲି । ଏହି ଦୁଇ ଖେଳାଳି ଟିମ ଇଣ୍ଡିଆ ଉପରକୁ ଆସୁଥିବା ବିପଦକୁ ସାମ୍ନା କରି ଦଳ ପାଇଁ ସର୍ବଦା ସଂକଟ ମୋଚକ ସାଜିଥାନ୍ତି । ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟତିତ ବର୍ତ୍ତମାନ ଟିମ ଇଣ୍ଡିଆ ପାଖରେ ଏମିତି ଜଣେ ଖେଳାଳି ରହିଛି । ଯାହା ପାଖରେ ଟିମର ଖରାପ ପରିସ୍ଥିତିକୁ ସାମ୍ନା କରିବାର ଦକ୍ଷତା ରହିଛି । ଏବଂ ଲଗାତାର ସେ…

Read More