
ସିରିଜ୍ ଜିତିବାରେ ସଫଳ , କିନ୍ତୁ ଆଇସିସି ଟ୍ରଫି ଆଣିବାରେ ବିଫଳ
ଭୁବନେଶ୍ବର; କୁଇନ୍ସ ପାର୍କ ଓଭାଲରେ ଚାଲିଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ଗତକାଲି ବର୍ଷା କାରଣରୁ ଡ୍ର ହୋଇଯାଇଛି । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ୧-୦ ରେ ଆଗରେ ରହି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ବିଜୟ ସହ କରିଛି । ଗତ ମାସରେ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପରେ ଭରତ ଅଷ୍ଟ୍ରେଲିଆ ଠାରୁ ୨୦୯ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେବେ…