ସ୍ଥାୟୀ ଏସପିଙ୍କୁ ଅପେକ୍ଷା କରି ରହିଛି ବ୍ରହ୍ମପୁର ପୁଲିସ୍, ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ..ଆସୁଛି ପାର୍ବଣ.. ହଣା ଖାଇବା ଭୟରେ ସୁନା ଦୋକାନୀ… ଜୁନିୟର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଉନାହାନ୍ତି ସିନିୟର ଆଇପିଏସ୍ ….

ବ୍ରହ୍ମପୁର: (ବ୍ୟୁରୋ)- ରାଜ୍ୟରେ ଥିବା ପାଞ୍ଚୋଟି ମହାନଗର ନିଗମ ମଧ୍ୟରେ ବ୍ରହ୍ମପୁର ଟିକେ ସ୍ୱତନ୍ତ୍ର। ଆପରାଧିକ କାର୍ଯ୍ୟକଳାପ, ଗୋଷ୍ଠୀ ସଂଘର୍ଷ ଓ ପାର୍ବଣକୁ ନେଇ ଅପରାଧରେ ଏହା ଅନ୍ୟ ଚାରି ମହାନଗର ଠାରୁ ଢେର ଆଗରେ। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ହୃଦୟ। ବ୍ରହ୍ମପୁରରେ ବିବାଦ, ଗଣ୍ଡଗୋଳ ତୁରନ୍ତ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଥାଏ। ଦୁଇରୁ ତିନିମାସ ହେବ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ଏହା ଏକ ପ୍ରଶାସନିକ…

Read More

ଗୋପବନ୍ଧୁ, ସିଦ୍ଧାନ୍ତ ଗଲେ ଫସର ଫାଟି, ବିକ୍ରମ ଆସିବେ ଗୋପାଳପୁର ବିଜେଡି ବେସର ବାଟି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜନୀତି  ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱନ କରୁଛନ୍ତି। ଓଡ଼ିଶାର ଏକମାତ୍ର ଜିଲ୍ଲା ଯେଉଁଠି ଦୁଇଟି ଲୋକସଭା ରହିଛି। ଏହି ଜିଲ୍ଲାରେ ବିଜେଡ଼ି କ୍ଲିନ୍ ସୁଇପ୍ କରିଥାଏ। ମାତ୍ର ବିଗତ ଦିନରେ ଦଳୀୟ ଗୋଷ୍ଠୀ କନ୍ଦଳ ଏବଂ କେତେକ ପ୍ରମୁଖ ନେତାଙ୍କ ଦଳରୁ ଦୂରେଇବା ସମୀକରଣକୁ ଗୋଳମାଳ କରୁଛି।  ତେଣୁ ଗଞ୍ଜାମ ରୂପୀ ବିଜେଡି ଗଡ଼ ରକ୍ଷା ଦିଗରେ ଶାସକ ଦଳ ଜୋରଦାର୍ ଉଦ୍ୟମ…

Read More