
BGT 2024: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ପାଇଁ ବିଶ୍ଵର ନାମିଦାମୀ ଅମ୍ପାୟାର ଚୟନ, ତାଲିକାରେ ରହିଛି ବଡ ବଡ ନାମ
ପର୍ଥ;ବୋର୍ଡର ଗାଭାସ୍କର ଟ୍ରଫି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ | ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦୁଇ ଦଳ ମଧ୍ୟରୁ ଯିଏ ସିରିଜ୍ ଜିତିବ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବ | ଯେତେବେଳେ ଏକ ସିରିଜର ଗୁରୁତ୍ଵ ବଢିଯାଏ ତେବେ ଅମ୍ପାୟାରମାନେ ମଧ୍ୟ ସଠିକ୍ ନିଷ୍ପତ୍ତି ନେବା ଭାର ବଢ଼ିଥାଏ | ତେବେ ଆସନ୍ତୁ ଜାଣିବା ପ୍ରଥମ…