ଜେ.ପି ନଡ୍ଡାଙ୍କ ଭବାନୀ ପାଟଣା ଭାଷଣ କେମିତି ରହିଲା….ଷାଠିଏ ମହଣ ଘିଅ ଥାଇ ବି ରାଧା ନାଚିପାରିଲା ନାହିଁ…

ଭବାନୀପାଟଣା : ସୁନୀଲ ବଂଶଲଙ୍କ କଥାରେ ସବୁ ଅପମାନ ଭୁଲି ଅପରାଜିତା ଷଡଙ୍ଗୀ ନାଁ ନ ନେଇ ବିଜେପି ପାର୍ଟି ଅଫିସରେ ପ୍ରେସ୍ ମିଟ୍ କରି ରାଜ୍ୟ ସରକାରଙ୍କ ଜଣେ ଅଫିସରଙ୍କୁ ଟାର୍ଗେଟ କରିଥିଲେ। ତାଙ୍କ ପୂର୍ବରୁ ସେହି ଅଫିସରଙ୍କ ନାଁ ନ ନେଇ ପ୍ରାକ୍ତନ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶଶିକଳା ସିଣ୍ଡ୍ରୋମ କହି ସମାଲୋଚନା କରିଥିଲେ। ଏହା ପରେ ରାଜ୍ୟରେ ଭାଜପା ସମର୍ଥିତ ଫେସବୁକ୍ ବ୍ୟବହାରୀକାରୀ, ୟୁଟ୍ୟୁବର ବ୍ୟାପକ…

Read More